ସଂକ୍ଷେପରେ ଆଜିର ତାଜା ଖବର - Monday, 16 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟରେ କଲବଲ କରୁଛି ଘନ କୁହୁ଼ଡି, ଉତ୍ତର ଓଡ଼ିଶାର ୧୦ ଜିଲ୍ଲାକୁ ବର୍ଷା ଓ୍ୱାର୍ଣ୍ଣିଂ

ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD । More

ଶିଶୁ-ଯୁବ ଗୋଷ୍ଠିଙ୍କୁ ବାୟା କରୁଛି ମୋବାଇଲ ଗେମ୍, ୟୁଜର୍ସ ସଂଖ୍ୟା ବୃଦ୍ଧିରେ ଦେଶରେ ୧ ନମ୍ବର ଓଡ଼ିଶା

ବର୍ଷକରେ ଭୁବନେଶ୍ୱରରେ ବଢିଛନ୍ତି ୧୬୦୦% । MPL ଗେମିଂ ରିପୋର୍ଟକୁ ନେଇ ଚିନ୍ତାରେ ଅଭିଭାବକ । More

PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ । More

ସିଲ୍‌ଭର ସିଟିରେ ସୈତାନୀ କାଣ୍ଡ ! ୨ ବର୍ଷୀୟ ପୁଅର ତଣ୍ଟି କାଟି ସାବତ ମାର ଆତ୍ମହତ୍ୟା

ଦାମ୍ପତ୍ତ୍ୟ କଳିରୁ ଚରମ ନିଷ୍ପତ୍ତି ସନ୍ଦେହ । ସ୍ୱାମୀକୁ ଡାକି ଖୋଳତାଡ଼ କରିପାରେ ପୋଲିିସ । More

ଶୀତରେ ବର୍ଷା ! କାଲିଠୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା...

୫୦ରୁ ୨୦୦ ମିଟର ରହିପାରେ ଭିଜିବିଲିଟି । More

ଚତୁର୍ଥ ଲହର ଆଶଙ୍କା ! ୧୯ରୁ ପୁଣି କରୋନା ଟିକାକରଣ

ଟୁଇଟ୍ ଜରିଆରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା । More

BRS ମୁହାଁ କୋରାପୁଟିଆ ନେତା, ଗିରିଧରଙ୍କ ପରେ ଜୟରାମ ପାଙ୍ଗିଙ୍କୁ ଭେଟିଲେ KCR

୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା । More

ପୁଅର ତଣ୍ଟି କାଟି ଆତ୍ମହତ୍ୟା କରିବା ପୂର୍ବରୁ ମହିଳାଙ୍କ ଶେଷ ପୋଷ୍ଟ୍‌ : I Quit . . .

ଫେସବୁକରେ ଶେଷ ପୋଷ୍ଟ ଆଇ କୁଇଟ୍ More

ପୁଅର ତଣ୍ଟିକାଟି ଜୀବନ ହାରିଲା ମାଆ

ଘରେ ଆଉ କେହି ନ ଥିବାରୁ କାରଣ ଜଣାପଡ଼ିନାହିଁ।  More

ପୌରାଧ୍ୟକ୍ଷ ବିରୋଧରେ ସଂଗୀନ ଅଭିଯୋଗ: ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଧମକ

ଏ ସଂପର୍କରେ ସୁନାବେଡା ପୁଲିସ୍ ସୁନାବେଡା ପୌରାଧ୍ୟକ୍ଷଙ୍କ ସମେତ ୧୧ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। More

ପାରାଦୀପ ସମୁଦ୍ରରେ ୧୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

ଉଦ୍ଧାର କରିବା ପାଇଁ କୁଜଙ୍ଗ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ କୋଷ୍ଟଗାର୍ଡ ଏବଂ ମେରାଇନ ପୁଲିସର ସହାୟତା ଲୋଡିଛନ୍ତି। More

ମନ୍ଦିର ଦର୍ଶନରେ ବାରମ୍ବାର ଦଳାଚକଟା ପରିସ୍ଥିତି କାହିଁକି ?

କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା। More

ଆବାସ ଲୋଗୋକୁ ନେଇ ପୁଣି କଳି, ମୁହାଁମୁହିଁ ବିଜେପି-ବିଜେଡି

ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି। More

ଶହେ ବର୍ଷରେ ପାଦ ଥାପିଲେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଲଢ଼ିଥିବା ଝାରସୁଗୁଡ଼ାର ମକରଧ୍ୱଜ ପ୍ରଧାନ

ନିଜ ସମୟର ଓ ଏବେକାର ରାଜନୀତିକୁ ତୁଳନା କରି ନିରାଶ ହୋଇପଡ଼ନ୍ତି ମକରଧ୍ୱଜ। More

ଗଣଶିକ୍ଷା ବିଭାଗର ସର୍ବଭାରତୀୟ ପରୀକ୍ଷା କୋଚିଂ ଭେଳିକି

କୁଆଡେ ଗଲା ସେହି ସଂସ୍ଥା? ସବୁ ଯୁକ୍ତ ଦୁଇ କଲେଜ ପାଇଁ କାହିଁକି ଏହା ଲାଗୁ ହେଲାନି? More

ଆସୁଛି ତରଙ୍ଗ ଟିମ୍‌ର ପାଟ୍ରିଓଟିକ୍ ଥ୍ରୀଲର୍ ସିରିଜ୍ “ରକ୍ତତୀର୍ଥ”

ରିଲିଜ୍ ହୋଇଛି ତରଙ୍ଗ ଟିମ୍‌ର ନୂଆ ସିରିଜ୍ “ରକ୍ତତୀର୍ଥ”ର ଟ୍ରେଲର୍। ‘ତରଙ୍ଗ ପ୍ଲସ୍’ରେ ଏହାକୁ ରିଲିଜ୍ କରାଯାଇଛି। ସେଦିନର ସେହି ଲୋମହର୍ଷଣକାରୀ ଦୃଶ୍ୟକୁ ଦର୍ଶକଙ୍କ ସାମ୍ନାରେ ତାଜା କରିବ ଏହି ସିରିଜ୍। ଜାଣନ୍ତୁ କେବେ ହେବ ରିଲିଜ୍। More