ସଂକ୍ଷେପରେ ଆଜିର ତାଜା ଖବର - Friday, 06 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଗତ ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ଯାତ୍ରାର ପଡ଼ିଛି ଯବନିକା। More

ନନ୍ଦନକାନନରେ ଆସିଲେ ୩ ନୂଆ ଅତିଥି: 'ରୂପା' ଜନ୍ମ ଦେଲା ୩ ଶାବକ

ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି। More

ହୋଇପାରିଲାନି ଦିଲ୍ଲୀ ମେୟର୍ ନିର୍ବାଚନ: ଆପ୍‌ର ପ୍ରବଳ ବିରୋଧରୁ ବିଜେପି ସହ ମୁହାଁମୁହିଁ, ଧସ୍ତାଧସ୍ତି

ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି? More

ବିର୍ସା ଷ୍ଟାଡିୟମ୍ ନିର୍ମାଣରେ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର କେବଳ ନିର୍ମାଣ ଖର୍ଚ୍ଚ ନୁହେଁ, ଏହାର ଆୟତନକୁ ନେଇ ମଧ୍ୟ କାଲିଠୁ ଆରମ୍ଭ ହୋଇଛି ବିବାଦ। More

ଇଡିରେ ଅର୍ଚ୍ଚନାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କେଉଁଠୁ ଆସୁଥିଲା ଟଙ୍କା କରିବ ଖୋଳତାଡ଼

ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର । More

Today Panchang 6th Jan 2023: ଏହି ସମୟରେ କାର୍ଯ୍ୟ ଆରମ୍ଭ କରନ୍ତୁ, ଶୁଭ ଫଳ ମିଳିବ...

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ। ଜାଣନ୍ତୁ, କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହେବ... More

ବାଜିରେ ଲାଗିଛି ଜୀବନ: ଗୋଟିଏପଟେ ରେଳ ଲାଇନ୍‌, ଅନ୍ୟପଟେ ପାଦଚଲା ରାସ୍ତା...ତଳେ ଅକାତ ଅକାତ ପାଣି

ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ। More

ବିନା ଛୁଟିରେ ଅନୁପସ୍ଥିତି ପଡ଼ିଲା ମହଙ୍ଗା, ୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର

୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ । More

କଂସ ବଧ ଶହ ଶେଷ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ । More

ପାରଦ ଖସୁଛି, ଆଗକୁ ୧୩ ଜିଲ୍ଲାରେ କଲବଲ କରିବ କୁହୁଡ଼ି !

ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର । More

ଫେବ୍ରୁଆରି ସୁଦ୍ଧା ଓଡ଼ିଶାର ଆଉ ୫ ସହରକୁ ଜିଓ ଟ୍ରୁ-5G ସେବା

ଜିଓ ପକ୍ଷରୁ ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ। More

ମୋଦି ଚାଉଳକୁ ଠିକ୍ ଭାବେ ବାଣ୍ଟନ୍ତୁ ନବୀନ ସରକାର: ଧର୍ମେନ୍ଦ୍ର

ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି। More

୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ। More

ମହିଳା ପୋଲିସଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଘଟଣା : ୩ ଅଭିଯୁକ୍ତ ଡ୍ରାଇଭର ଗିରଫ

ଭୁବନେଶ୍ୱରରେ ମହିଳା ପୋଲିସ ଏସ୍ଆଇଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇଛି More

ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ More