ସଂକ୍ଷେପରେ ଆଜିର ତାଜା ଖବର - Wednesday, 28 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଞ୍ଚିଥିବାବେଳେ ଜ୍ଞାନ ବାଣ୍ଟୁଥିଲେ, ମୃତ୍ୟୁ ପରେ ଶରୀର ଦାନ କରି ଅମର

ସୁନିଲ ସାର ଦଶନ୍ଧି ଦଶନ୍ଧି ଧରି ଶିକ୍ଷାଦାନରେ ନିଜକୁ ବ୍ରତି ରଖିଥିଲେ। More

ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ସିଟୁ କହିଛି, ବିଶ୍ୱକପ୍‌ର ଦ୍ୱାହି ଦେଇ ଶ୍ରମିକମାନଙ୍କ ପେଟକୁ ଲାତ ମାରିଛନ୍ତି ସରକାର। More

ବିଶ୍ୱକପ୍ ହକି ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ନେଇ ଶଙ୍କା

କୋଭିଡ୍ ଟାସ୍କ ଫୋର୍ସ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। More

ରାଜ୍ୟରେ କିଏ ଚଳାଉଛି ସରକାର, କରିବି ତଦନ୍ତ: ନଡ୍ଡା

ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ। More

ରାଜ୍ୟ ସରକାରଙ୍କୁ ଟାର୍ଗଟ୍ କଲେ ବୈଜୟନ୍ତ, କହିଲେ ସମୟ ଆସିଗଲାଣି ଏଥର ପରିବର୍ତ୍ତନ..

ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ରଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା କରିଛନ୍ତି ।  More

ଚିରନିଦ୍ରାରେ ସୁନୀଲ ସାର୍, ମେଡିକାଲ୍ କଲେଜକୁ ଦାନ ହେଲା ଶରୀର 

ତାଙ୍କ ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। More

ଏଥର ଜୋରଦାର ଫାଇଟ୍‌ ! ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ନଡ୍ଡା

ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ । More

ଦୁଃଖଦ !!! ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ଶିକ୍ଷକ

ଛାତ୍ରଙ୍କୁ ନୂଆ ଜୀବନ ଦେଲେ, ନିଜେ ଜୀବନ ହାରିଦେଲେ । ଛାତ୍ରକୁ ବଞ୍ଚାଇ ଶିକ୍ଷକ ମୃତ । More

ଆଜି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ :୨୪ ଲଢ଼େଇ ପାଇଁ ନେତାଙ୍କୁ ଦେବେ ମନ୍ତ୍ର

ତୁମୁଡ଼ିବନ୍ଧ ଓ ବାଣପୁରରେ ସାଧାରଣ ସଭା,ନଡ୍ଡାଙ୍କ ଫୋକସରେ ବୁଥ୍ ଶକ୍ତି କେନ୍ଦ୍ର ମଜବୁତ More

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍-ଦୁବାଇ-ସିଙ୍ଗାପୁରକୁ ଉଡ଼ିବ ବିମାନ

ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି । More

ଖୋଦ୍ ରାଷ୍ଟ୍ରପତିଙ୍କ ବ୍ଲକ୍‌ରେ ବି ମାତିଛନ୍ତି କ୍ୱାକ୍ ? ବେଧଡକ୍ କ୍ଲିନିକ୍ ଖୋଲୁଛନ୍ତି ନକଲି ଡାକ୍ତର

ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ । More

ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମିରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ । More

ଆସୁଛନ୍ତି ନଡ୍ଡା, ପୁଣି ବିଜେଡି ବିରୋଧରେ କରିବେ କି ଗର୍ଜନ ?

କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ । More

ରାୟଗଡ଼ାରେ କୋଟିପତି ଋଷ ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ, ରହିଛି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସମ୍ପୃକ୍ତି ?

ରାୟଗଡ଼ାରେ ରୁଷୀୟ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ । ଗୋଟିଏ ହୋଟେଲ୍‌ରେ ୨ ଦିନରେ ୨ ରୁଷୀୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ହଲ୍‌ଚଲ୍ । More