ସଂକ୍ଷେପରେ ଆଜିର ତାଜା ଖବର - Saturday, 03 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦିବ୍ୟାଙ୍ଗ ହେଲେବି ପାରଙ୍ଗମ: ଜୀବନ ଯୁଦ୍ଧରେ ଜିତିଛନ୍ତି ଦୁଇ ଦୁର୍ଜୟ ବୀର

ଆଜି ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏହି ଦୁର୍ଜୟ ବୀରଙ୍କ ଅମଳିନ ଆତ୍ମବିଶ୍ୱାସକୁ ଆମର ଶତ ଶତ ସଲାମ୍। More

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା: ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି

କେନ୍ଦୁପତ୍ରରେ ଜିଏସ୍‌ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର। More

ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ

ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି। More

Today Panchang 3rd Dec 2022: ଆଜି କୌଣସି ଶୁଭ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ, କେଉଁ ସମୟରେ କଲେ ଶୁଭ ଫଳ ମିଳିବ...

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ। ଇଂରାଜୀରେ ୦୩ ତାରିଖ, ଶନିବାର। ଘାତ ଚନ୍ଦ୍ର- ଧନୁ ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା। ଆଜି ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରୁଛନ୍ତି, ତା’ହେଲେ ଏହି ସମୟ ପ୍ରତି ଧ୍ୟାନ ଦିଅନ୍ତୁ... More

ମାଲେମାଲ ବାଲି ମାଫିଆ ! ଓଡ଼ିଶା ବାଲିକୁ ନେଇ ବଙ୍ଗରେ କରୁଛନ୍ତି ବିକ୍ରି

ଯୁଆଡେ ଦେଖିବେ, ଯେତେ ଦୂର ଯାଏଁ ଦେଖିବେ । କେବଳ ବାଲି ଲୋଡ୍‌ ହେଉଥିବ । ଆଉ ଟ୍ରକ୍‌ ଓ ଟ୍ରାକ୍ଚରରେ ବୋହି ନିଆଯାଉଥିବ । କିଏ ନେଉଛି, କେତେ ନେଉଛି ତାହାର ହିସାବ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ଚୋରାଚାଲାଣ ହେଉଛି ବାଲି ଆଉ ମାଲେ ମାଲ ହେଉଛନ୍ତି ବାଲି ମାଫିଆ । More

କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର । More

ସାବଧାନ ! ଏଥର ଫୋନ୍‌ ପେ’ରୁ ପେମେଣ୍ଟ ବେଳେ ଚୋରି ହେଉଛି ଟଙ୍କା, ଜାଣନ୍ତୁ...

ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା । More

ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି; ଘନ ଘନ ପାଟ୍ରୋଲିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ । More

ବାପା-ପୁଅ ଚାମ୍ପିଅନ୍, ଝିଅ ସୁପର୍‌ ଚାମ୍ପିଅନ୍...ଗୋଟିଏ ଘରେ ୩ ସ୍ୱର୍ଣ୍ଣ

ବାପା ଚାମ୍ପିଅନ୍, ପୁଅ ବି ଚାମ୍ପିଅନ୍ ଏବଂ ଝିଅ ତ ସୁପର ଚାମ୍ପିଅନ୍। କିଏ କାହାକୁ କମ୍ ନୁହନ୍ତି। ବାପାଙ୍କ ପଥକୁ ଅନୁସରଣ କରି ପୁଅ ଓ ଝିଅ ବି ଏବେ ୱେଟ୍‌ ଲିଫ୍‌ଟିଂକୁ ଆପଣାଇଛନ୍ତି। More

ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ । More

ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ୩ ମୃତ

ଭାରସାମ୍ୟ ହରାଇ ଗଛକୁ କାର୍‌ ପିଟିବା ଯୋଗୁ ୩  ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। More

ଦିନରେ ଗର୍ଜିଲେ ରାତିରେ ଗାଁ ଗାଁ ବୁଲି ପ୍ରଚାର କଲେ, ଘର ଘର ବୁଲି ଭୋଟ ମାଗିଲେ..

ପଦ୍ମପୁର କାହିଁକି ଜିଲ୍ଲା ହୋଇପାରିବ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂଙ୍କୁ କଟାକ୍ଷ କରି ସେ ପୁଣି କହିଥିଲେ, ବୋହୂ ଭାବେ ବର୍ଷା ସତ୍ୟବାଦୀରେ ଶାଶୁ ସେବା କରିବା ଉଚିତ । More

ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା ! ବିରାଟ ଗଫଲତି ଧରିଲେ ସିଏଜି

 ୨୭ଟି ପ୍ରକଳ୍ପ କ୍ଷେତ୍ରରେ ନିର୍ଦ୍ଧାରିତ ୨୫ ମିଟର ଠାରୁ କମ୍ ଥିଲା ସେତୁ ଦୈର୍ଘ୍ୟ।  More

ASO ପରୀକ୍ଷା: କୋର୍ଟଙ୍କ ବିନା ଅନୁମତିରେ OPSC ପ୍ରକାଶ କରିପାରିବନି ଚୂଡ଼ାନ୍ତ ତାଲିକା

ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। More

ପଦ୍ମପୁର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର, ବର୍ଷାଙ୍କୁ ସତ୍ୟବାଦୀର ବୋହୂ କହି ମାରିଲେ ତେରଛା ବାଣ

ପଦ୍ମପୁର ଜିଲ୍ଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା। More

ପଦ୍ମପୁର ଉପନିର୍ବାଚନ: ପୁଣି ମିଳିଲା ଜିଲ୍ଲା ପ୍ରତିଶ୍ରୁତି, ପ୍ରଚାରରେ ଜୋରଦାର ଆରୋପ ପ୍ରତ୍ୟାରୋପ

ବଜେଡିର ତିନିଟି ସ୍ଥାନରେ ମାରାଥନ୍ ନିର୍ବାଚନୀ ସଭା । More

ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର; ଟ୍ରାକ୍ଟର-ଶଗଡ଼ ସାଙ୍ଗକୁ ହଳ ଲଙ୍ଗଳ ଧରି ଘେରିଲେ 

ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍‌ପୁଟ୍ ସବ୍‌ସିଡି-ସାର ବିହନ ପ୍ରସଙ୍ଗ । More