ସଂକ୍ଷେପରେ ଆଜିର ତାଜା ଖବର - Sunday, 20 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ । More

ଏଣ୍ଡେଭର୍ କିଣିବାକୁ ଅର୍ଚ୍ଚନାକୁ କିଏ ଦେଇଥିଲା ୪୦ ଲକ୍ଷ ?

ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ର କଳାଚିଠା । More

ସାଙ୍ଗ ହେବ ତ ଏମିତି ! ଜଣେ ଦୁନିଆ ଦେଖାଇଲେ, ଆଉ ଜଣେ ବାଟ ଚାଲନ୍ତି

ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ। More

କଳାକାର ଅସଲି ହେଲେ ନିର୍ଦ୍ଦେଶକ ନକଲି, ଜାଣନ୍ତୁ..

ଆପଣ ଆକ୍ଟିଂ ପାଇଁ ବିକଳ ହେଉଛନ୍ତି କି? ଅଭିନୟ ପୂର୍ବରୁ ଦେଖନ୍ତୁ ଏହି ଭିଡିଓ.. More

ଏ ଛତୁଆ ଖାଇଲେ ପିଲା ବଞ୍ଚିବେ ତ?

ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ More

ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

କଏଦୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ବଡ଼ ଯୋଜନା। ଜେଲ୍‌ ଭିତରେ ଶିଖାଯିବ ଅନେକ ପ୍ରକାର କାମ...ମୁକ୍ତ ହେଲେ ମିଳିବ ସ୍ୱତନ୍ତ୍ର ଋଣ. More

ବିଲରେ ପୋଲିସର ଚୌକିଦାରୀ!! ପାଣିକୁ ନେଇ ଚାଷୀଙ୍କ ଭିତରେ ଖଣ୍ତଯୁଦ୍ଧ

ବିଲ ହିଡରେ ପୋଲିସ ଜଗିଛି। କ୍ଷେତକୁ ପାଣି ମଡାଚାଲିଛି..ଫସଲ ପାଚିଲା ବେଳକୁ ପାଣିକୁ ନେଇ ବାଡାପିଟା..ଅମଳ ଚିନ୍ତାରେ ଚାଷୀ । More

ନିଦ ହଜେଇ ଦେଲେଣି ହାତୀପଲ; ଏକାଥରେ ୧୦୦ ପଶୁଛନ୍ତି, ସବୁ ଛିନ୍‌ଭିନ୍‌ କରିଦେଉଛନ୍ତି

ପାଚୁଛି ଧାନ, ଉତ୍ପାତ କରୁଛନ୍ତି ହାତୀପଲ । ଏକାଥରକେ ଆସୁଛନ୍ତି ୧୦୦ ଟିକିଆ ହାତୀପଲ..ରାତିରେ ଗୋଡେଇଲେ ସକାଳୁ ପୁଣି ଗାଁ ମୁଣ୍ଡରେ ହେଉଛନ୍ତି ହାଜର More

ଏମିତି ବାହାଘର ଦେଖିନଥିବେ; ୱିଲ୍‌ ଚେୟାର୍‌ରେ ବସି କନିଆଁ ନେଉଛି ସାତଫେରା

ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା More

ରାଜଧାନୀରେ ଶିକ୍ଷକଙ୍କ ହଲ୍ଲାବୋଲ୍ ! ଦୁଇ ଦିନରେ ନିଷ୍ପତ୍ତି ନବଦଳାଇଲେ ପରୀକ୍ଷା ବର୍ଜନ

ଦୁଇ ଦିନ ଭିତରେ ସରକାର ନିଷ୍ପତ୍ତି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ । More

ବିମାନରେ ଜଗନ୍ନାଥଙ୍କ ସହ ଭାଗବତ, ଏକାଠି ହୁଅନ୍ତି ସବୁ ଗାଁର ଠାକୁର

ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ । More

ଏମ୍‌ସ ଟିକଟ ପାଇଁ ରାତି ଅନିଦ୍ରା, ଶୀତ କାକରରେ ପଡ଼ି ରହୁଛନ୍ତି ରୋଗୀ ! ତଥାପି ନିରାଶ..

ସାରା ରାତି ଅପେକ୍ଷା କରିବା ପରେ ମିଳୁଛି ଟିକେଟ୍ । More

ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଛୁରାମାଡ଼

 ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। More

ସ୍ୱାସ୍ଥ୍ୟ ସେବା ପାଇଁ ୨,୦୦୦ ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର

ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍‌ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି। More

ଥରିଲାଣି ଓଡ଼ିଶା ! କନ୍ଧମାଳରେ ୮.୪ ଡିଗ୍ରୀ ତାପମାତ୍ରା

ଗତ ୪ ଦିନ ହେଲା କୋରାପୁଟରେ ପ୍ରବଳ ଶୀତ ଅନୁଭୁତ ହେଉଛି । ସେମିଳିଗୁଡା ସମେତ ସମଗ୍ର କୋରାପୁଟ ଜିଲ୍ଲା ଶୀତରେ ଥରୁଛି । More

ବଦଳିଲା ୮ ବର୍ଷର କ୍ୟାବନେଟ୍ ନିଷ୍ପତ୍ତି: ଇଛାଧୀନ କୋଟାରେ ସିଙ୍ଗିଲ୍ ଘର ପାଇଥିଲେ ହେବନି ରଦ୍ଦ

ବିବାଦ ତୀବ୍ର ହେବା ପରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଟାସ୍କଫୋର୍ସ କମିଟି। More

ମିଳିଲା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର କାର

ଏଣ୍ଡେଭର କାରର ଆଗ ଓ ପଛ ପଟେ ନମ୍ବର ପ୍ଲେଟ ନାହିଁ। More

ସୋସିଆଲ୍ ମିଡିଆରେ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍

ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ସେ ନେଇ ପ୍ରଶ୍ନ ଉଠିଛି।   More

ସୌମ୍ୟଙ୍କ ଟାର୍ଗେଟ୍‌ରେ ଶାସନ ମୁଖିଆ..କହୁ କହୁ କହିଦେଲେ....!!

ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି? More

ଶ୍ରୀମନ୍ଦିରରେ ଗରୁଡ଼ ସ୍ତମ୍ଭ ସ୍ଥାୟିତ୍ୱକୁ ନେଇ ଶଙ୍କା: ଆଲିଙ୍ଗନରୁ ଭକ୍ତଙ୍କୁ ବାରଣ

ସ୍ତମ୍ଭ ଚାରିପାଖେ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରି ସୁରକ୍ଷିତ ରଖିବାକୁ ପ୍ରସ୍ତାବ ରଖାଗଲା। More