ସଂକ୍ଷେପରେ ଆଜିର ତାଜା ଖବର - Sunday, 13 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାପାଙ୍କୁ ଛଡାଇନେଲା କ୍ୟାନସର, ଶୁଦ୍ଧିକ୍ରିୟା ପାଇଁ ଗାଁ ଗାଁ ବୁଲି ହାତ ପାତୁଛି ପୁଅ

ଆରପାରିକୁ ଚାଲିଗଲେ ଉମେଶ, ଆଉ ପଛରେ ଛାଡିଦେଇ ଗଲେ ପତ୍ନୀ ଓ ଦୁଇ କୁନି ପୁଅଙ୍କୁ More

ବାଲିଯାତ୍ରାରେ ଭଳିକି ଭଳି ଦୋଳି; ରାମଦୋଳିରୁ ବ୍ରେକ୍ଡ୍ୟାନ୍ସ, ଟୋରାଟୋରାରୁ ଅକ୍ଟୋପସ୍ ସବୁଠି ଭିଡ଼

ଡର ମିଶା ମଜା ପାଇବାକୁ ଜମୁଛି ପ୍ରବଳ ଗହଳି । More

କିଏ ହେବେ ବିଜେଡ଼ିର ପଦ୍ମପୁର ଯୋଦ୍ଧା ? ବିଜୟ ରଂଜନଙ୍କ ପତ୍ନୀ ନା ଝିଅଙ୍କୁ ମିଳିବ ଟିକେଟ୍ ?

ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି । More

ଅର୍ଚ୍ଚନା ସମ୍ପତ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଇଡି

ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା। More

ମିଛରେ ପୋଲିସର ଏନ୍‌କାଉଣ୍ଟର, ସାଧାରଣ ଲୋକଙ୍କୁ ମାରି କହୁଛି ନକ୍ସଲ !

ଗଞ୍ଜେଇ ବ୍ୟବସାୟ କରୁଥିବା ମାଫିଆଙ୍କ ପାଖରେ ଶ୍ରମିକ ଭାବରେ କାମ କରୁଥିଲେ । ପୋଲିସ୍ ଜାଣିଶୁଣି ଫେକ୍ ଏନକାଉଣ୍ଟର କରି ଏମାନଙ୍କୁ ନକ୍ସଲ ଆଖ୍ୟା ଦେଇଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।  More

ବିଜେଡି ଉପରେ ଆଶାୟୀଙ୍କ ଚାପ, ନବୀନଙ୍କୁ ଭେଟିଲେ ବିଞ୍ଝାଲ ସମାଜର ସଦସ୍ୟ

ପଦ୍ମପୁର ଉପନିର୍ବାଚନକୁ ନେଇ ବିଜେଡିରେ ଅଙ୍କ ଛିଡିପାରିନି। More

ଏମିତି ଆମ ସ୍ୱାସ୍ଥ୍ୟସେବା ! ଏଠି ସିକ୍ୟୁରିଟି ଗାର୍ଡ ବି ଡାକ୍ତର.. ଦେଖନ୍ତୁ ଭିଡିଓ

ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରଂଗ ମାରୁଥିବା ଦେଖିବାକୁ ମିଳିଛି । More

ଆଉ ଜଣେ ବ୍ଲାକମେଲର ! ମିଛ ପ୍ରେମ ଓ ବିବାହର ନାଟକ କରି ଲୁଟୁଥିଲା କୋଟି କୋଟି ଟଙ୍କା

ସୋସିଆଲ୍ ମିଡିଆରେ ଶିକାର ଖୋଜି ପ୍ରେମ ଜାଲରେ ଫସାଉଥିଲା More

ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ବାପା ! ମାୟାବିନୀଙ୍କ ସମ୍ପର୍କରେ ଚାଲିଛି ତଥ୍ୟ ସଂଗ୍ରହ

ଅର୍ଚ୍ଚନାଙ୍କ ବେନାମୀ ସମ୍ପତ୍ତି ନେଇ ଇଡିର ଖୋଳତାଡ଼ More

ମହଙ୍ଗା ପଡିଲା ନାଗକୁ ନିର୍ଯାତନା, ବନ୍ଧା ହେଲା ସାପଧରାଳୀ

ନେଲ କଟରରେ ସାପ ଦାନ୍ତ ଉପାଡୁଥିବା ଭିଡିଓ ହୋଇଥିଲା ଭାଇରାଲ More

ରାହାସ ଯାତ୍ରା ପାଇଁ ଉତ୍ସବମୁଖର ଯାଜପୁରର ହରିପୁର ଗାଁ ! ପୂଜା ପାଉଛନ୍ତି ରାଧାକୃଷ୍ଣ ଓ ମଦନ ମୋହନ

ବିଭିନ୍ନ ମଠ ମନ୍ଦିରରେ ତିଆରି ହୋଇଛି ଭଳିକି ଭଳି କୁଞ୍ଜ More

ବାପା ଜଳଖିଆ ଦୋକାନୀ, ଝିଅ ହେବ ଜଜ୍ ! ଓଜେଏସ୍ ପରୀକ୍ଷାରେ ୧୪ ସ୍ଥାନରେ ବାରିପଦାର ଅନୁଶ୍ରୀ

ବହୁ ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି ଅନୁଶ୍ରୀ ଜେନା More

ପଦ୍ମପୁର ଉପନିର୍ବାଚନ: ଛିଡୁନି ବିଜେଡି ଅଙ୍କ, କିଏ ହେବ ପ୍ରାର୍ଥୀ

ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି। More

ବାଲିଯାତ୍ରାରେ ନିଆରା ଖାଦ୍ୟ; ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ

ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ। More

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। More

'ସର୍ବସାଧାରଣରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ'

ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା। More

କଂଗ୍ରେସ କ୍ଷମତାକୁ ଆସିଲେ ବଦଳିବ ମୋଦି ଷ୍ଟାଡିୟମର ନାଁ

ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦୁର୍ନୀତିରେ ଲିପ୍ତ ଥିବା ଶ୍ରୀ ଗେହଲଟ ଅଭିଯୋଗ କରିଛନ୍ତି। More