ସଂକ୍ଷେପରେ ଆଜିର ତାଜା ଖବର - Friday, 11 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା। More

ଓଡ଼ିଶାରେ ନାହିଁ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍ କୋପ

ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି। More

କାହିଁକି ଜୀବନ ହାରିଲେ ଓୟୁଏଟି ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା

କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଓୟୁଏଟିର ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା? ୬ ବର୍ଷର ପୁଅ ଆଉ ସ୍ୱାମୀଙ୍କୁ ଛାଡ଼ି କେଉଁ କାରଣ ପାଇଁ ନେଲେ ଚରମ ନିଷ୍ପତ୍ତି? ସ୍ୱାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଏହାକୁ ବିଶ୍ୱାସ କରୁ ନାହାନ୍ତି। More

ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ

ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। More

ଜନତାଙ୍କ ରୋଷର ଶୀକାର ଶାସକ ଦଳର ନେତା, ମନ୍ତ୍ରୀ

ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ କେଉଁଠି ପ୍ରଶ୍ନବାଣରେ ଘାଇଲା ତ କେଉଁଠି ଔଦ୍ଧତ୍ୟ ଆଚରଣ ଦେଖାଇ ଭାଇରାଲ୍ ହେଉଛନ୍ତି। More

ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହୁଁନାହାନ୍ତି, ତେବେ ଏହି ସ୍ୱିଚ୍ ଟିପନ୍ତୁ..

EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ । More

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ

ପୂର୍ବତନ ବିଧାୟିକା ରୋଶନୀ ସିଂହଦେଓଙ୍କ ପରଲୋକ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୨ ବର୍ଷରେ ପରଲୋକ । ପୁଅ ପୁଷ୍ପେନ୍ଦ୍ରଙ୍କ ବାସଭବନରେ ରୋଶନୀଙ୍କ ପରଲୋକ । More

ଭୋଟ ହାତେଇବା ପାଇଁ ନକଲି ବାର୍ଦ୍ଧକ୍ୟ ଭତ୍ତା କାର୍ଡ ବଣ୍ଟନ ଅଭିଯୋଗ

ଭୋଟ୍ ପାଇବା ପାଇଁ ବାଣ୍ଟିଲେ ଫେକ୍ ଭତ୍ତା କାର୍ଡ । ଲୋକଙ୍କୁ ଦିଆଯାଇଛି ୫ ଶହ ଟଙ୍କା ସହ ନକଲି ବାର୍ଦ୍ଧକ ଭତ୍ତା କାର୍ଡ । ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗତ କିଛି ଦିନ ଧରି ଗାଁରେ ଲୋକଙ୍କୁ ଏଭଳି ନକଲି ଭତ୍ତା କାର୍ଡ ବାଣ୍ଟିଛନ୍ତି କିଛି ଲୋକ । More

ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ବେଳେ ଗ୍ରହଣ କରାଯିବ କଡ଼ା ସୁରକ୍ଷା ବ୍ୟବସ୍ଥା ଆବଶ୍ୟକସ୍ଥଳେ ଡ୍ରୋନ୍ କିମ୍ବା ହେଲିକପ୍ଟରର ମଧ୍ୟ ବ୍ୟବହାର କରାଯିବ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଗସ୍ତ ବେଳେ ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ପ୍ରସ୍ତୁତି ଏବଂ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି । More

ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ମାମଲା ! ଗିରଫ ପ୍ରତିବାଦରେ ଥାନା ଘେରିଲେ ଲୋକେ

ଝରିଗାଁ ଥାନାକୁ ଧସେଇ ପଶିଛନ୍ତି ଶହ ଶହ ଲୋକେ । ଇଚ୍ଛାପୁର ପଞ୍ଚାୟତର ୬ଟି ଗାଁର ଲୋକେ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । More

ପ୍ରଚାର ସମୟରେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ

ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ । More

କେବେ ଖାଇଛନ୍ତି କି ଚଟ୍‌ପଟା ‘ଆଚାରି ଚିକେନ୍’

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ଶୁକ୍ରବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ‘ଆଚାରି ଚିକେନ୍’ । More

ଫାଣ୍ଡିରେ ପ୍ରେମୀ ଯୁଗଳଙ୍କ ବାହାଘର

ଫାଣ୍ଡିରେ ବାହା ହେଲେ ପ୍ରେମୀଯୁଗଳ । ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା  ବଡମାଲ ଫାଣ୍ଡିରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଯେଉଁଠି ନାଁ ଥିଲା ପଣ୍ଡିତର ମନ୍ତ୍ରପାଠ, ନାଁ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା କେବଳ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ ଥାନାରେ ବିବାହ ସମ୍ପଣ୍ଣ ହୋଇଛି । More

ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ, ଭିଡିଓ ଭାଇରାଲ

ସୋରରେ ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ଧଡ଼ା ଓ ସୁରେନ୍ଦ୍ର ପାରମାଣିକ ମହାଁମୁହିଁ ବେଳର ଭିଡିଓ ଭାଇରାଲ ହୋଇଛି । More

ଘରେ ଘରେ ସ୍କୁଲ ଆଉ ପ୍ରତି ଘରେ କଳାପଟା ! ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ ପାଠ ପଢ଼ୁଛନ୍ତି ପଛୁଆ ଅଞ୍ଚଳର ପିଲା

କରୋନା କାଳରେ ସରକାର ସିନା ଅନଲାଇନ୍‌ରେ ପାଠପଢା ଆରମ୍ଭ କରିଦେଲେ କିନ୍ତୁ ପଛୁଆ ଅଂଚଳରେ ପିଲାଙ୍କ ପାଇଁ ପାଠ ହେଲା ସାତସପନ। ଗାଁରେ ନେଟୱାର୍କ ନଥିବାରୁ ଅନଲାଇନ୍‌ରେ ପାଠ ପଢି ପାରିନଥିଲେ ପିଲା । ଆଉ ଏପରିସ୍ଥିତିରେ କେମିତି ପିଲା ପାଠ ପଢିବେ,, ସେହି ଚିନ୍ତାରେ ଥିଲେ ପୂରା ଅଂଚଳରେ ଲୋକ More

ସୁନ୍ଦରଗଡ଼ ADMଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। More

ଓଡ଼ିଶାରେ ୯୮ % ଓମିକ୍ରନ୍ : ଆଇଏଲ୍‌ଏସ୍‌

ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍‌ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । More

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ : ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଘର ଭିତରୁ ସହକାରୀ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି । More

ସାଂସଦ ଅନୁଭବଙ୍କ ବାନ୍ଧବୀ ଜାଗ୍ରତିିଙ୍କ ନାଁରେ ଏତଲା ଦେଲେ ବର୍ଷା

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ। More

ଜୀବନ ନେଉଛି ବେରୋଜଗାର ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ତଥ୍ୟ ପରେ ଜୋର୍ ଧରିଛି ଚର୍ଚ୍ଚା। More

ଗାଁ ଗାଁ ବୁଲୁଛନ୍ତି ତିନି ପ୍ରମୁଖ ଦଳର ଟାଣୁଆ ନେତା

ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର More

BIGBREAKING ! ୧୪ରୁ ସ୍କୁଲ ଖୋଲିବ, ହେଲେ ୨୮ରୁ ଆସିବେ ପିଲା

୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ୨୮ରୁ ସ୍କୁଲ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । More

ପ୍ରଚାରକୁ ଯାଇଥିବା ବେଳେ ରମେଶ ମାଝୀଙ୍କୁ ଅଣ୍ଡାମାଡ଼ !

ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ । More