ସଂକ୍ଷେପରେ ଆଜିର ତାଜା ଖବର - Thursday, 10 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାଂସଦ ଅନୁଭବଙ୍କ ବାନ୍ଧବୀ ଜାଗ୍ରତିିଙ୍କ ନାଁରେ ଏତଲା ଦେଲେ ବର୍ଷା

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଛନ୍ତି ବାନ୍ଧବୀ। ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା ବର୍ଷାଙ୍କୁ ଇଙ୍ଗିତ କରି ସେ ଫେସବୁକରେ ଏକ ଲେଖା ପୋଷ୍ଟ କରିଥିଲେ। More

ଜୀବନ ନେଉଛି ବେରୋଜଗାର ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ତଥ୍ୟ ପରେ ଜୋର୍ ଧରିଛି ଚର୍ଚ୍ଚା। More

ଗାଁ ଗାଁ ବୁଲୁଛନ୍ତି ତିନି ପ୍ରମୁଖ ଦଳର ଟାଣୁଆ ନେତା

ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର More

BIGBREAKING ! ୧୪ରୁ ସ୍କୁଲ ଖୋଲିବ, ହେଲେ ୨୮ରୁ ସ୍କୁଲ ଆସିବେ ପିଲା

୧୪ରୁ ସ୍କୁଲ ଖୋଲିଲେ ମଧ୍ୟ ୨୮ରୁ ସ୍କୁଲ ଫିଜିକାଲ କ୍ଲାସ୍ ଆରମ୍ଭ ହେବ । More

ପ୍ରଚାରକୁ ଯାଇଥିବା ବେଳେ ରମେଶ ମାଝୀଙ୍କୁ ଅଣ୍ଡାମାଡ଼ !

ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ । More

ବିଜେପି ପାଇଁ ପ୍ରଚାର କଲେ ବିଜେଡି ନେତା !

ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା। More

’ମୁଁ ଟଙ୍କା ଯୋଗାଡ଼ କରୁଛି, ଖୁବଶୀଘ୍ର ଦେବି’

ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ । More

ସ୍ୱାମୀ-ସ୍ତ୍ରୀ କଳିକୁ ଡେଇଁଲେ ବାନ୍ଧବୀ ! ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କଲେ ଜାଗ୍ରତି ଶୁକ୍ଳା

ବର୍ଷାଙ୍କୁ ଇଙ୍ଗିତ କରି ଜାଗ୍ରତି ଫେସବୁକରେ ଏକ ଲେଖା ପୋଷ୍ଟ କରିଛନ୍ତି । ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଏମିତି କିଛି ଲେଖିଛନ୍ତି ଯାହାକି ପରୋକ୍ଷ ନୁହେଁ ବରଂ ପ୍ରତ୍ୟେକ୍ଷ ଭାବରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି । More

ଏଥର ନୂଆ ନିୟମରେ ପୌର ନିର୍ବାଚନ: ପ୍ରାର୍ଥୀ ଦାଖଲ କରିବେ ସତ୍ୟପାଠ

ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ। More

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ

ସ୍ଥାନାନ୍ତର ହେବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ। ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍‌ ମାର୍କେଟ ସ୍ଥାନାନ୍ତରିତ ହେବ। More

‘ସୋନାଲିର ଭଲ ପାଇବା ଛଳନା ଥିଲା’

ଭୁବନେଶ୍ୱରର ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଥାନାରେ ପହଞ୍ଚି ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ଭିକ୍ଷା କରିଛନ୍ତି। ସୌମ୍ୟଙ୍କ ଆତ୍ମହତ୍ୟାକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଶୂନ୍‌। More

ପଂଚାୟତ ନିର୍ବାଚନକୁ ନେଇ ବଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଭର୍ଚୁଆଲ୍ ରାଲି ! କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବୈଜୟନ୍ତ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ବଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭର୍ଚୁଆଲ୍ ରାଲି କରିଛନ୍ତି । ଏହି ପରିପେକ୍ଷୀରେ ନିର୍ବାଚନରେ ବିଜୟୀ ହେବା ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବୈଜୟନ୍ତ । More

ଘାତକ ହେବ କି କରୋନାର ନୂଆ ଭାରିଆଣ୍ଟ୍‌ ? ଜାଣନ୍ତୁ, କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ...

ବର୍ତ୍ତମାନ ସମୟରେ ବିଭିନ୍ନ ଭାରିଆଣ୍ଟ୍‌ ରହିବ। ଭାଇରସ୍ ରହିବା ପର୍ଯ୍ୟନ୍ତ ପ୍ରଜାତି ବି ରହିବ। ତେଣୁ ନୂଆ ଭାରିଆଣ୍ଟ୍‌ ଅଧିକ ଘାତକ ହେବ କି ନାହିଁ ସେଭଳି ତଥ୍ୟ ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। More

କେବେ ଖାଇନଥିବେ ପନୀରର ଏହି ସୁଆଦିଆ ରେସିପି

ଘରେ ଆମେ ପନୀରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ପନୀରର ଏକ ନୂଆ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ତାୱା ପନୀର’। ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

‘ମୋ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ, ସବୁ ଲୋନ୍‌ରେ କରିଛି’

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। More

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ । More

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ ଶିକ୍ଷକ ! ଭିଡିଓ ଭାଇରାଲ୍‌

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସରକାରୀ କର୍ମଚାରୀ ମାତିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। More

ନିର୍ବାଚନ ପ୍ରଚାର କରିବାକୁ ଯାଇ ଲୋକଙ୍କ ପ୍ରଶ୍ନ ବାଣରେ ୨ ମନ୍ତ୍ରୀ ଘାଇଲା

ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସି ପୁଣି ୨ ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ଟୁକୁନି ସାହୁ ଓ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ହଟହଟା ହୋଇଛନ୍ତି। More

ନିଆରା ଢ଼ଙ୍ଗରେ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି, ନିର୍ମାଣ ଚାଲିଛି ୭ ଫୁଟ୍‌ର ବିଶାଳ ମୂର୍ତ୍ତି

କଟକ କୁମ୍ଭାର ସାହିର ଶିଳ୍ପୀମାନେ ଓଲିଉଡର ମିହିର ଦାସଙ୍କ ପ୍ରତି ଏକ ନିଆରା ଢଙ୍ଗରେ ନିଜର ଭଲ ପାଇବା ପ୍ରଦର୍ଶନ କରିଛନ୍ତି । କଟକର କୁମ୍ଭାର ସାହିର ମୂର୍ତ୍ତିଶାଳାରେ ମିହିର ଦାସଙ୍କର ଏକ ମାଟି ମୂର୍ତ୍ତି ତିଆରି ଚାଲିଛି । ପ୍ରାୟ ୧୦ ଦିନ ହେଲାଣି ଦିନରାତି ଏକ୍ କରି ୧୫ ଜଣ ପୋଖତ ଶିଳ୍ପୀ ଏହି ମୂର୍ତ୍ତିକୁ ତିଆରି କରୁଛନ୍ତି । More

ସମ୍ପୂର୍ଣ୍ଣ ରାଜକୀୟ ଶୈଳୀରେ ହାତକୁ ଦିହାତ ହେଉଛନ୍ତି ଗଜପତିଙ୍କ କନିଷ୍ଠା ତଥା ଚତୁର୍ଥ କନ୍ୟା ଦେବେଶୀ ଦେବୀ

ଆାଦିତ୍ୟ ହେଉଛନ୍ତି ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ସୁପୁତ୍ର। ଗତ ୭ ତାରିଖରୁ ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଆରମ୍ଭ ହୋଇଛି ଏହି ହାଇପ୍ରୋଫାଇଲ୍ ମ୍ୟାରେଜ୍ ପାଇଁ ବିଭିନ୍ନ ନୀତିକାନ୍ତି। More

ସୌମ୍ୟଙ୍କ ପରିବାରକୁ ମିଳୁନି ନ୍ୟାୟ; ପରିବାର ଲୋକେ କହିଲେ ‘ଥାନା ଘେରିବୁ, ଆତ୍ମାହୂତି ଦେବୁ’

ମଡେଲ୍ ସୌମ୍ୟରଞ୍ଜନ ମିଶ୍ର ମୃତ୍ୟୁ ପାଇଁ ଦାୟୀ କିଏ? କାହିଁକି ହେଉନି ପୋଲିସ୍ ଆକ୍ସନ? ସୁଇସାଇଡ୍ ନୋଟ୍‌ରେ ଭଲ ଭାବେ ତଦନ୍ତ ପାଇଁ ମୃତ୍ୟ ସୌମ୍ୟରଞ୍ଜନ ଗୁହାରି କରିଥିଲେ । ମୃତ୍ୟୁ ପରେ ଆସିଥିବା ଅନେକ ଭାଇରାଲ୍ ଅଡିଓ ଏବଂ ସୁଇସାଇଡ୍ ନୋଟ୍‌ରେ ଛଳନା ଓ ଆତ୍ମହତ୍ୟା କଥା ଥିଲେବି ଏଯାଏଁ ଆକ୍ସନ ନହେବା ନେଇ ପ୍ରଶ୍ନ ଉଠିଛି । More

ରାଜ୍ୟସଭାରେ ମୋଦିଙ୍କ ନବୀନଙ୍କୁ ପ୍ରଶଂସା ନେଇ ଘେରିଲା କଂଗ୍ରେସ

ରାଜ୍ୟସଭାରେ ନବୀନଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି? ଖଣି କ୍ଷେତ୍ରରେ ଓଡିଶାରେ ସଂସ୍କାର ଆସିଥିବାରୁ ପ୍ରଶଂସା କଲେ କି? କ’ଣ ହେଇଛି ପରିବର୍ତ୍ତନ? ଜାଣିବା ପାଇଁ ପଢନ୍ତୁ… More

ନିର୍ବାଚନ ପ୍ରଚାରରେ ଆସି ନେତା-ମନ୍ତ୍ରୀଙ୍କ ହଟହଟା

ପଞ୍ଚାୟତ ନିର୍ବାଚନ ବେଳେ ପ୍ରଚାରରେ ଯାଇ ଭୋଟରଙ୍କ ପାଖରେ ହଟହଟା ହେଉଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ। କେଉଁଠି ପ୍ରଶ୍ନବାଣର ଶିକାର ହେଉଛନ୍ତି ତ ପୁଣି କେଉଁଠି ହଲ୍ଲାପଟା। ଏମିତି ହଇରାଣ ହୋଇ ଫେରୁଥିବା ନେତାମାନେ ବି ଦେଉଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। More

ବଞ୍ଚିଥିବା ଲୋକଙ୍କୁ କୋଭିଡରେ ମୃତ ଦର୍ଶାଇ ଅନୁକମ୍ପା ସହାୟତା ରାଶି ନେବାକୁ ଫୋନ୍‌ କଲ୍‌, ଜାଣନ୍ତୁ..

ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍‌। ଏମିତି ଏକ ଚମକାଇ ଦେଲା ପରି କଲ୍‌ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ। More