Advertisment

Asian Para Games 2023: ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ

ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଅଦ୍ୟତନ ହୋଇଛି
Odisha para shuttler Pramod Bhagat wins GOLD in Mens Single Category in Asian Para Games

Odisha para shuttler Pramod Bhagat wins GOLD in Mens Single Category in Asian Para Games

Advertisment

ପାରା ଏସୀୟ କ୍ରୀଡାରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଏହି ପଦକ ଜିତିଛନ୍ତି । 

Advertisment

ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ଜିତି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡାରେ ବି ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । 

ସୂଚନାଥାଉ କି, ମିକ୍ସ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରମୋଦ ଭଗତ ଏବଂ ମନିଷା ରାମଦାସ ଯୋଡ଼ି ଜାପାନର ତାଇଓ ଇମାଇ ଓ ନୋରିକୋ ଇତୋଙ୍କୁ ୨୧-୧୦, ୨୨-୨୦ରେ ଜିତି ସେମିରେ ପ୍ରବେଶ କରିଥିଲେ । 

Advertisment
Pramod Bhagat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ