Advertisment

ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର ଲଗାଇବେ କେକେଆର୍‌ ଓ ହାଇଦ୍ରାବାଦ, ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ

ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍‌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଟସ୍‌ ଜିତି କେକେଆର୍‌ ବ୍ୟାଟିଂର ନିଷ୍ପତ୍ତି ନେଇଛି ।

ଅଦ୍ୟତନ ହୋଇଛି
KKR vs SRH

KKR vs SRH

Advertisment

ଚଳିତ ଆଇପିଏଲର ୬୧ ତମ ମ୍ୟାଚ୍‌ରେ ଭେଟ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ପୁଣେର ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । କୋଲକାତା ଅଧିନାୟକ ଶ୍ରେୟାସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋଲକାତା ଟିମ୍‌ରେ ୨ ଟି ପରିବର୍ତ୍ତନ କରିଛି । ଆହତ ପ୍ୟାଟ୍ କମିନ୍ସଙ୍କ ସ୍ଥାନରେ ଉମେଶ ଯାଦବ ଏବଂ ସେଲଡନ୍ ଜ୍ୟାକସନଙ୍କ ସ୍ଥାନରେ ସାମ୍ ବିଲିଙ୍ଗସ୍ ଖେଳିବେ । ପ୍ଲେ ଅଫ୍‌କୁ ଆଖିରେ ରଖି ଦୁଇ ଟିମ୍‌ ଜୋର୍‌ ଲଗାଇଏ ବୋଲି ଆଶା କରାଯାଉଛି ।

Advertisment

ସନରାଇଜର୍ସ ହାଇଦ୍ରାବାଦ : ଅଭିଷେକ ଶର୍ମା, କେନ୍ ୱିଲିୟମସନ, ରାହୁଲ ତ୍ରିପାଠୀ, ଇଡେନ୍‌ ମାର୍କ୍ରମ୍‌, ନିକୋଲାସ ପୁରାନ, ଶଶାଙ୍କ ସିଂହ, ୱାଶିଂଟନ ସୁନ୍ଦର, ମାର୍କୋ ୟାନସେନ୍, ଭୁବନେଶ୍ୱର କୁମାର, ଟି ନାଟାରାଜନ, ଉମରନ୍ ମଲିକାନ୍

କୋଲକାତା ନାଇଟ୍‌ ରାଇଡର୍ସ : ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ନିତୀଶ ରାଣା, ଶ୍ରେୟାସ ଆୟର, ସାମ ବିଲିଙ୍ଗ୍ସ, ରିଙ୍କୁ ସିଂହ, ଆଣ୍ଡ୍ରେ ରସଲ, ସୁନୀଲ ନାରିନ, ଉମେଶ ଯାଦବ, ଟିମ୍‌ ସାଉଦୀ, ବରୁଣ ଚକ୍ରବର୍ତ୍ତୀ

Advertisment
IPL 2022 KKR Vs SRH
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ