ଅଦ୍ୟତନ ହୋଇଛି
Women's Hockey Team
Advertisment
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ହକି ଟିମ୍ । ୧୮ ଜଣିଆ ଟିମ୍ ରେ ଓଡିଆ ଝିଅ ଦୀପ୍ ଗ୍ରେସ ଏକ୍କାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଦୀପ ଗ୍ରେସ୍ ଏକ୍କାଙ୍କୁ ଭାରତୀୟ ମହିଳା ହକି ଟିମ୍ ର ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଏଥିପାଇଁ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବିତା ପୁନିଆଙ୍କୁ କ୍ୟାପଟେନ ଦାୟିତ୍ୱ ଦିଆଯାଇଛି । ତାଙ୍କ ନେତୃତ୍ୱରେ ଏହି ଟିମ୍ ବର୍ମିଂହାମ୍ରେ ଅନୁଷ୍ଠିତ ହେବାକୁ ଥିବା କମନ୍ୱେଲ୍ଥ ଗେମ୍ ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656046520.jpg)