Advertisment

ଶୋଇଥିଲେ ଧୋନି, ଭିଡିଓ କଲେ ଏୟାର ହୋଷ୍ଟେସ୍‌...ୟୁଜର୍ସ କହିଲେ- ‘ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ’...

ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍‌ ହେଲେ ଏୟାର ହୋଷ୍ଟେସ୍‌। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍‌ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Air hostess captures MS Dhoni sleeping on flight

Air hostess captures MS Dhoni sleeping on flight

Advertisment

ବିମାନ ଭିତରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଶୋଇଥିବା ଭିଡିଓ ରେକର୍ଡିଂ କରି ଟ୍ରୋଲ୍‌ ହେଲେ ଏୟାର ହୋଷ୍ଟେସ୍‌। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ପରେ ଧୋନିଙ୍କ ଫ୍ୟାନ୍ସ ଏୟାର ହୋଷ୍ଟେସ୍‌ଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବିମାନ ଭିତରେ ସିଟ୍‌ରେ ଧୋନି ଶୋଇଥିବା ବେଳେ ପତ୍ନୀ ସାକ୍ଷୀ କିଛି କାମରେ ବ୍ୟସ୍ତ ଅଛନ୍ତି। 

Advertisment

ଧୋନିଙ୍କ ଏଭଳି ପ୍ରାଇଭେସି ଭାଇରାଲ୍‌ କରିଥିବା ଏୟାର ହୋଷ୍ଟେସ୍‌ଙ୍କୁ କିଛି ୟୁଜର୍ସ ସମାଲୋଚନା କରିଥିବା ବେଳେ ଏଥିରେ ସେ କିଛି ଭୁଲ୍‌ କରିନଥିବା ଆଉ କିଛି ୟୁଜର୍ସ ମତ ରଖିଛନ୍ତି। ଲୋକମାନେ ସେମାନଙ୍କ ଫେଭରାଇଟି ସେଲିବ୍ରେଟିଙ୍କ ସହ ଫଟୋ ଉଠାଇବା କିମ୍ବା ଭିଡିଓ କରିବା କୌଣସି ଭୁଲ୍‌ ନୁହେଁ ବୋଲି କିଛି ୟୁଜର୍ସ କହିଛନ୍ତି। 

Advertisment

ଜଣଙ୍କର ପ୍ରାଇଭେସିକୁ ସମ୍ମାନ ଦେବା ଜରୁରୀ ବୋଲି ୟୁଜର୍ସ କହିଛନ୍ତି। 


Advertisment

— OD_User (@OD_userr) July 29, 2023


— Vikas Arora (@in_vikas) July 30, 2023

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ