Advertisment

ବାଣୀବିହାର କ୍ୟାମ୍ପସରେ 5T ପଲିଟିକ୍ସ: 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଷ୍ଟିକରକୁ ଜୋରଦାର ବିରୋଧ

କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି।

ଅଦ୍ୟତନ ହୋଇଛି
Posters of 5T Secretary found on Utkal University campus in Bhubaneswar

Posters of 5T Secretary found on Utkal University campus in Bhubaneswar

Advertisment

କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି। କିଛିଦିନ ପୂର୍ବେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଲେଖାଥିବା ଷ୍ଟିକର ଲଗାଯାଇଥିଲା। ଯାହାକୁ ତୀବ୍ର ବିରୋଧ କରିଛି ଏବିଭିପି।

Advertisment

ପ୍ରତିବାଦ ସ୍ୱରୂପ ଷ୍ଟିକର ପାଖରେ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ମାରିଛି ଏବିଭିପି। ସେପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି, ଆମେ ସବୁ ମହାପୁରୁଷ ମାନଙ୍କୁ ସମ୍ମାନ ଦେଉ। କିନ୍ତୁ 5T ସଚିବଙ୍କୁ କାଳି ମାଡକୁ ବିରୋଧ କରି ଷ୍ଟିକର ମରାଯାଇଥିଲା ବୋଲି ଛାତ୍ର ବିଜେଡି କହିଛି।

Advertisment
Utkal University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ