Advertisment

ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡ଼ାରେ ବିରୋଧ, ହୋର୍ଡିଂରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବଙ୍କ ଫଟୋ

ବିଜେଡିର ହୋର୍ଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋର୍ଡିଂ ମରାଯାଇଛି।

ଅଦ୍ୟତନ ହୋଇଛି
BJP stages protest over hoardings of CM Naveen Patnaik and 5T Secretary VK Pandian in Kendrapara

BJP stages protest over hoardings of CM Naveen Patnaik and 5T Secretary VK Pandian in Kendrapara

Advertisment

ବିଜେଡିର ହୋଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋଡ଼ିଂ ମରାଯାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଫଟୋ ରହିଛି।

Advertisment

ଏହାକୁ ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରାଯାଇଛି। ଏବେ ସଚିବଙ୍କୁ ଗୁରୁତ୍ୱ ଦିଆଯାଇ କେନ୍ଦ୍ରାପଡାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦିଆଯାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ