BJP, Baijayanta Panda
Advertisment
ବିଜେପିର ବିଭିନ୍ନ ମୋର୍ଚ୍ଚାର ନୂଆ ରାଷ୍ଟ୍ରୀୟ ପ୍ରଭାରୀ ନିଯୁକ୍ତ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ନୂଆ ପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମହିଳା ମୋର୍ଚ୍ଚାର ନୂଆ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି । ସୁନୀଲ ବଂଶଲ ଯୁବ ମୋର୍ଚ୍ଚାର ନୂଆ ପ୍ରଭାରୀ, ବନ୍ଦୀ ସଂଜୟ କୁମାରଙ୍କୁ କିଷାନ ମୋର୍ଚ୍ଚା ପ୍ରଭାରୀ ; ତରୁଣ ଚୁଘ ହେଲେ ଏସ୍ ସି ମୋର୍ଚ୍ଚା ପ୍ରଭାରୀ । ରାଧା ମୋହନ ଦାସ- ଏସ୍ ଟି ମୋର୍ଚ୍ଚା, ବିନୋଦ ତାୱଡେ- ଓବିସି ମୋର୍ଚ୍ଚାଏବଂ ଦୁଷ୍ୟନ୍ତ କୁମାର ଗୌତମ ହେଲେ ଅଳ୍ପସଂଖ୍ୟକ ମୋର୍ଚ୍ଚାର ନୂଆ ପ୍ରଭାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704297169.jpg)