Advertisment

ବିଜୁ ଯୁବ ବାହିନୀ ହିସାବ ଦେଲେ ସରକାର; ଖର୍ଚ୍ଚ ହୋଇଛି ୧୮୦ କୋଟି !

ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର ।

ଅଦ୍ୟତନ ହୋଇଛି
Biju Yuva Vahini

Biju Yuva Vahini

Advertisment

ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର । ୨୦୧୮-୧୯ ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ସେହିପରି ୨୦୧୯-୨୦ରେ ୨୩ କୋଟି ୭୭ ଲକ୍ଷ ୫୨ ହଜାର ୨୪୪ ଟଙ୍କା ବ୍ୟୟ ବରାଦ ହୋଇଥିଲା ।

Advertisment

୨୦୧୮-୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ୨୦୨୦-୨୧ରୁ କୌଣସି ବ୍ୟୟ ବରାଦ ହୋଇନି କି କୌଣସି କାର୍ଯ୍ୟକ୍ରମ ହୋଇନି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହି ଉତ୍ତର ରଖିଛନ୍ତି ।

BJD Biju Yuva Vahini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ