ଅଦ୍ୟତନ ହୋଇଛି
Srimandir, Lord Jagannath
Advertisment
ମଧ୍ୟପ୍ରଦେଶ ଭୋପାଳ ବିଦିଶା ଜିଲ୍ଲାର ଶତାଧିକ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ପୁରୀରୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ନୂତନ ବିଗ୍ରହ ନେଇ ଚାଲି ଚାଲି ଭୋପାଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ୬ଦିନରେ ମୋଟ ୧୫୦ କିଲୋମିଟର ଅତିକ୍ରମ କରି ଦଶପଲ୍ଲାରେ ପହଞ୍ଚି ଥିବା ବେଳେ ଦଶପଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୀତାରାମ ୟୁଥ୍ କ୍ଳବ୍ ପରିସରରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ସଂକୀର୍ତ୍ତନର ଆୟୋଜନ କରାଯାଇଥିଲା । ପରେ ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702898977.jpg)