Advertisment

କପଡ଼ା ଦୋକାନରେ ଅଗ୍ନିକାଣ୍ତ; ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ଲକ୍ଷର କପଡ଼ା

କ୍ଲଥଷ୍ଟୋରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା ।

ଅଦ୍ୟତନ ହୋଇଛି
Cloth Shop

Cloth Shop

Advertisment

କେନ୍ଦ୍ରାପଡ଼ା ଆଳି ନୂଆବଜାରରେ ଭୟାବହ ଅଗ୍ନିକାଣ୍ଡ । କ୍ଲଥଷ୍ଟୋରରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର କପଡ଼ା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସକାଳୁ ସକାଳୁ ନୂଆବଜାରରେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଦମକଳବାହିନୀକୁ ଖବର ଦେଇଥିଲେ । ସେପଟେ ଅଗ୍ନିକାଣ୍ଡରେ ପାଖ ଇଲେକ୍ଟ୍ରୋନିକ୍ସ ଦୋକାନୀ, କପଡ଼ା ଦୋକାନରେ ରଖିଥିବା ୩୦ଟି ଏଲଇଡି ଟିଭି ପୋଡ଼ି ପାଉଁଶ ହୋଇଯାଇଛି ।

Advertisment
Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ