Advertisment

Waterfall Accident: କାଳ ସାଜିଲା ପାଣି ସହ ଖେଳ: ଗର୍ଜନ ଖୋଳ ଜଳ ପ୍ରପାତରେ ଯୁବକ ନିଖୋଜ

କାଳ ସାଜିଲା ପାଣି ସହ ଖେଳ । ପାଲଲହଡ଼ା ଉପଖଣ୍ଡ ନଗିରା ପଞ୍ଚାୟତର ଗର୍ଜନ ଖୋଳ ଜଳପ୍ରପାତରେ ଗାଧୋଇବା ବେଳେ ଆଖି ଆଗରେ ଭାସିଯାଇ ଜଣେ ନିଖୋଜ ।

TELKOI DROWNING MISSING

TELKOI DROWNING MISSING

Advertisment

କାଳ ସାଜିଲା ପାଣି ସହ ଖେଳ । ପାଲଲହଡ଼ା ଉପଖଣ୍ଡ ନଗିରା ପଞ୍ଚାୟତର ଗର୍ଜନ ଖୋଳ ଜଳପ୍ରପାତରେ ଗାଧୋଇବା ବେଳେ ଆଖି ଆଗରେ ଭାସିଯାଇ ଜଣେ ନିଖୋଜ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇ ଜଳପ୍ରପାତରେ ଗାଧୋଇବା ବେଳେ ଜଣେ ସାଙ୍ଗ ନିଖୋଜ ହୋଇଯାଇଛନ୍ତି ।

Advertisment

କେନ୍ଦୁଝର ବାଂଶପାଳ ବ୍ଲକରୁ ୩ ଜଣ ସାଙ୍ଗ ନଗିରା ଗର୍ଜନ ଖୋଳ ଜଳପ୍ରପାତ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଲିପୁନ୍ ବେହେରା ଆଉ ଜଳପ୍ରପାତ ଭିତରୁ ଫେରି ପାରିନଥିଲେ । ଆଖି ଆଗରେ ସେ ବୁଡ଼ି ଯାଇଥିଲେ ବି କେହି କିଛି କରିପାରିନଥିଲେ । ବାଂଶପାଳ ଦମକଳ ବାହିନୀ ଖବର ପାଇ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିପାରିନାହିଁ ।

ଜଳପ୍ରପାତ ବହୁ ଗଭୀର ହୋଇଥିବାରୁ ଖୋଜିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି।...

Advertisment
Odisha News Odisha Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ