ଅଦ୍ୟତନ ହୋଇଛି
Sorcery practice in Bhubaneswar
Advertisment
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ହାଡ଼ । ଭୁବନେଶ୍ୱରର ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ ବନ୍ଦ ଘରୁ ମିଳିଲା ହାଡ଼ ।
କବାଟ ବନ୍ଦ କରି ଭିତରେ ହାଡ଼ ରଖି ଚାଲିଥିଲା ପୂଜାର୍ଚ୍ଚନା । ଘଟଣା ସ୍ଥଳରେ ପହଞ୍ଚି ପୂଜାର୍ଚ୍ଚନା ନେଇ ଛାନଭିନ୍ ଚଳାଇଛି ।
Advertisment
ଅଧିକ ପଢ଼ନ୍ତୁ: ରାଜଧାନୀରେ ଗଡ଼ିଲା ମୁଣ୍ଡ ,ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724932830.jpg)