Advertisment

Maoist camp bust: ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ

ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ।

Maoist Camp Destroyed in Malkangiri

Maoist Camp Destroyed in Malkangiri: Heavy Arms and Explosives Seized

Advertisment

ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ କିଛି ମାଓବାଦୀ ମୃହାହତ ହୋଇଥିବା ସୂଚନା ମିଳିଛି । STF, DRG ଏବଂ ITBP ଯବାନଙ୍କ ପକ୍ଷରୁ ମିଳିତ ଭାବେ ମାଓ ବିରୋଧୀ ଅପରେସନ କରାଯାଇଥିଲା।

Advertisment

ଘଟଣାସ୍ଥଳରୁ ଶହେରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି। LMG, AK-47 ରାଇଫଲ୍, ଇନସାସ୍, SLR, ଷ୍ଟେନ୍ଗନ୍ ସହ ଡେଟୋନେଟର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିସହ ୩ଶହରୁ ଅଧିକ ମାଓ ସାମଗ୍ରୀ ଜବତ କରାଯାଇଛି। ଯବାନମାନେ ଲଗାତାର ୫ ଦିନ ଧରି ମାଓ ଦମନ ଅପରେସନ ଚଳାଇ ଆସିଥିଲେ ।

Odisha News Odisha Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ