Advertisment

Constable Missing Case: କେଉଁଠି ଅଛନ୍ତି ଶୁଭମିତା ସାହୁ ?

କେଉଁଠି ଅଛନ୍ତି ଟ୍ରାଫିକ୍ କନଷ୍ଟେବଳ ଶୁଭମିତା ସାହୁ ?

Bhubaneswar Woman Traffic Constable Missing For A Week, Probe On

Bhubaneswar Woman Traffic Constable Missing For A Week, Probe On

Advertisment

କେଉଁଠି ଅଛନ୍ତି ଟ୍ରାଫିକ୍ କନଷ୍ଟେବଳ ଶୁଭମିତା ସାହୁ ? ସପ୍ତାହେ ପରେ ବି ମିଳିନି ଭୁବନେଶ୍ବରରୁ ନିଖୋଜ ଶୁଭମିତା ସାହୁଙ୍କ ପତ୍ତା । ଶୁଭମିତାଙ୍କୁ ଖୋଜିବାକୁ ସୋସିଆଲ ମିଡିଆରେ ଫଟୋ ଜାରି କରିଛି କମିଶନରେଟ୍ ପୋଲିସ । କେହି ଖବର ଦେଲେ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଗତ ୬ ତାରିଖରେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗରରୁ ଶୁଭମିତା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି ।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ କରୁଛି । ଗତକାଲି ପୋଲିସ କମିଶନରଙ୍କୁ ଭେଟି ଝିଅକୁ ଖୋଜିଆଣିବାକୁ ଅନୁରୋଧ କରିଥିଲେ ଶୁଭମିତାଙ୍କ ବାପା । ଶୁଭମିତ୍ରାଙ୍କ ଘର ପାରାଦୀପର ହୋଇଥିବା ବେଳେ ସେ ଭୁବନେଶ୍ବରରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ତେବେ ଏନେଇ କମିଶନରେଟ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Bhubaneswar Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ