Advertisment

Pahalgam Attack: ସେଲିବ୍ରେସନ କରିଥିଲେ ଆତଙ୍କୀ

ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏନଆଇଏକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆକ୍ରମଣ ପରେ ପାକିସ୍ତାନୀ ଆତଙ୍କବାଦୀମାନେ ସେଲିବ୍ରେସନ କରିଥିଲେ। ସାକ୍ଷୀଙ୍କୁ ‘ଷ୍ଟାର ପ୍ରୋଟେକ୍ଟେଡ୍ ଓ୍ଵିଟନେସ’ ମାନ୍ୟତା ଦିଆଯାଇଛି ।

ଅଦ୍ୟତନ ହୋଇଛି
pahalgam attack

pahalgam attack

Advertisment

ପହଲଗାମରେପର୍ଯ୍ୟଟକଙ୍କଉପରେହମଲାପରେସେଲିବ୍ରେସନକରିଥିଲେଆତଙ୍କୀତାଙ୍କମିଶନରେସଫଳହେବାପରେଆତଙ୍କୀଉତ୍ସବପାଳନକରିଥିଲେଜାମ୍ମୁ-କଶ୍ମୀରରପହଲଗାମରେ୨୨ଏପ୍ରିଲରେହୋଇଥିବାଆତଙ୍କବାଦୀଆକ୍ରମଣରେ୨୬ଜଣନିରୀହଲୋକଙ୍କଜୀବନଯାଇଥିଲାଏହିଆକ୍ରମଣରଜଣେପ୍ରତ୍ୟକ୍ଷଦର୍ଶୀଜାତୀୟତଦନ୍ତସଂସ୍ଥା (ଏନଆଇଏ)କୁଦେଇଥିବାସୂଚନାସମସ୍ତଙ୍କୁଚକିତକରିଛିପ୍ରତ୍ୟକ୍ଷଦର୍ଶୀକହିଛନ୍ତିଯେଆକ୍ରମଣପରେଆତଙ୍କବାଦୀଉତ୍ସବପାଳନକରିବାସହରାଉଣ୍ଡଫାଙ୍କାଗୁଳିଚାଳନାକରିଥିଲେ

Advertisment

ସାକ୍ଷୀଙ୍କୁମିଳିଲାଷ୍ଟାରପ୍ରୋଟେକ୍ଟେଡ୍ୱିଟନେସମାନ୍ୟତା

ତଦନ୍ତକାରୀସଂସ୍ଥାଏନଆଇଏସ୍ଥାନୀୟପ୍ରତ୍ୟକ୍ଷଦର୍ଶୀଙ୍କୁ `ଷ୍ଟାରପ୍ରୋଟେକ୍ଟେଡ୍ୱିଟନେସଘୋଷଣାକରିଛିଜାମ୍ମୁ-କଶ୍ମୀରପୋଲିସକେନ୍ଦ୍ରୀୟଗୁଇନ୍ଦାସଂସ୍ଥାଙ୍କସହାୟତାରେଏନଆଇଏକୁଏହିସାକ୍ଷୀମିଳିଥିଲେସେଆକ୍ରମଣସମୟରେଘଟଣାସ୍ଥଳରଅତିନିକଟରେଥିଲେଜଣେତଦନ୍ତାକାରୀଅଧିକାରୀଙ୍କକହିବାକଥା, ଆତଙ୍କବାଦୀଙ୍କସହପ୍ରତ୍ୟକ୍ଷଦର୍ଶୀଙ୍କରସାମ୍ନାସାମ୍ନିମଧ୍ୟହୋଇଯାଇଥିଲାଆତଙ୍କୀତାଙ୍କୁଅଟକାଇକଲମାପଢ଼ିବାକୁକହିଥିଲେସେସ୍ଥାନୀୟକାଶ୍ମୀରୀଉଚ୍ଚାରଣରେକଲମାପଢ଼ିଥିଲେଫଳରେଆତଙ୍କୀଙ୍କୁଆଉସନ୍ଦେହହୋଇନଥିଲାଏବଂତାଙ୍କୁଛାଡ଼ିଦେଇଥିଲେଏହାପରେସେମାନେଫାଙ୍କାରେଚାରିରାଉଣ୍ଡଗୁଳିଚଳାଇଥିଲେସାକ୍ଷୀଙ୍କବୟାନଆଧାରରେଏନଆଇଏଘଟଣାସ୍ଥଳରୁଖାଲିକାର୍ତୁସଜବତକରିଛି

ଆତଙ୍କୀଙ୍କୁସହଯୋଗକରିଥିଲେସ୍ଥାନୀୟଦୁଇବ୍ୟକ୍ତି

ପହଲଗାମହମଲାରଜଣେସାକ୍ଷୀଚାଞ୍ଚଲ୍ୟକରଖୁଲାସାକରିଛନ୍ତିଏନଆଇଏକୁକହିଛନ୍ତିଯେପରଭେଜଅହମଦଜୋଠାରବଶୀରଅହମଦନାମକଦୁଇସ୍ଥାନୀୟବ୍ୟକ୍ତିପାହାଡ଼ିଆଅଞ୍ଚଳରେଆତଙ୍କୀଙ୍କସାମଗ୍ରୀଲୁଚାଇରଖିଥିଲେ ପରେଆତଙ୍କବାଦୀମାନେସେହିସାମଗ୍ରୀନେଇଚାଲିଯାଇଥିଲେତଦନ୍ତରୁଜଣାପଡ଼ିଛିଯେପରଭେଜବଶୀରଙ୍କୁଆତଙ୍କୀଙ୍କୁସହାୟତାକରିବାଅଭିଯୋଗରେପୂର୍ବରୁଗିରଫକରାଯାଇଛି

Advertisment

ଏମିତିହୋଇଥିଲାପହଲଗାମହମଲାଯୋଜନା !

୨୧ଏପ୍ରିଲଅପରାହ୍ନ:୩୦ରେତିନିପାକିସ୍ତାନୀଆତଙ୍କୀ, ପରଭେଜଙ୍କଘରେପହଞ୍ଚିଥିଲେସେଠାରେସେମାନେଚାରିଘଣ୍ଟାଧରିସମଗ୍ରଅଞ୍ଚଳରରେକିକରିଥିଲେ, ସୁରକ୍ଷାବ୍ୟବସ୍ଥା, ପର୍ଯ୍ୟଟନସ୍ଥଳୀରାସ୍ତାଘାଟରସୂଚନାସଂଗ୍ରହକରିଥିଲେଯିବାସମୟରେସେମାନେପରଭେଜଙ୍କପତ୍ନୀଙ୍କଠାରୁଚାଉଳଆଉକିଛିମସଲାପ୍ୟାକ୍କରାଇଥିଲେତାବଦଳରେତାଙ୍କୁ୫୦୦ଟଙ୍କାଦେଇଥିଲେଆତଙ୍କୀସେଠାରେବାହାରିବଶୀରକୁଦେଖାକରିଥିଲେଆତଙ୍କୀ୨୨ଏପ୍ରିଲଦିନ୧୨ଟା୩୦ସୁଦ୍ଧାପ୍ରସ୍ତୁତରହିବାକୁକହିଥିଲେ

ଆତଙ୍କୀସୁଲେମାନଶାହାରଭୂମିକାଉପରେସନ୍ଦେହ

ଏନଆଇଏକୁସନ୍ଦେହଯେଏହିଆକ୍ରମଣରେଲସ୍କର--ତୋଏବାସହଜଡ଼ିତଆତଙ୍କବାଦୀସୁଲେମାନଶାହାରଭୂମିକାରହିଛିସେପୂର୍ବରୁଏକସୁରଙ୍ଗପ୍ରୋଜେକ୍ଟରେକାମକରୁଥିବାଜଣଶ୍ରମିକଙ୍କହତ୍ୟାରେମଧ୍ୟସାମିଲଥିଲାଏନଆଇଏପହଲଗାମଆକ୍ରମଣରପଛରେଥିବାଆତଙ୍କବାଦୀନେଟୱାର୍କ, ସ୍ଥାନୀୟସହଯୋଗୀପାକିସ୍ତାନସ୍ଥିତଆତଙ୍କବାଦୀସଂଗଠନସହସମ୍ପର୍କରତଦନ୍ତକରୁଛି

Advertisment
India News Terrorists Killed Pakistan Tourists Pahalgam Terrorist Attack Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ