Advertisment

ଗହମ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର

ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି। କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।

ଅଦ୍ୟତନ ହୋଇଛି
India Bans Wheat Exports

India Bans Wheat Exports

Advertisment

ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇଛନ୍ତି। ଘରୋଇ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଗହମ ରପ୍ତାନୀ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଇଛି। କେବଳ କେନ୍ଦ୍ର ସରକାରଙ୍କ ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।

Advertisment

ଜରୁରୀ ଆବଶ୍ୟକତା ଥିବା ଦେଶ ଓ ସେମାନଙ୍କ ସରକାରଙ୍କ ଅନୁରୋଧ କ୍ରମେ କେବଳ କେନ୍ଦ୍ର ସରକାରଙ୍କ ଅନୁମତିରେ ଗହମ ରପ୍ତାନୀ ହୋଇପାରିବ।

Wheat Export India Bans Wheat Exports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ