Advertisment

ssc ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଆବେଦନ

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

stenographer job in the government of india

stenographer job in the government of india

Advertisment

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ sscର ଅଫିସିଆଲ୍ ୱେବ୍‌ସାଇଟ୍ ssc.nic.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SSC Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ଗ୍ରେଡ୍ ‘ସି’ ଷ୍ଟେନୋଗ୍ରାଫର୍ ଲିମିଟେଡ୍ ବିଭାଗୀୟ ପ୍ରତିଯୋଗୀତା ପରୀକ୍ଷା, ୨୦୨୦, ୨୦୨୧ ଏବଂ ୨୦୨୨ ପାଇଁ ଆବେଦନ ଚାଲିଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୭ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଅକ୍ଟୋବର ୨୦୨୩
  • କମ୍ପ୍ୟୁଟର ଆଧାରିତ ପରୀକ୍ଷା – ଫେବୃଆରୀ-ମାର୍ଚ୍ଚ ୨୦୨୪(ସମ୍ଭବତଃ)
Advertisment

ଖାଲି ପଦବୀ:

  • ୨୦୨୦ ବର୍ଷ ପାଇଁ – ୧୨୭ ପୋଷ୍ଟ୍‌
  • ୨୦୨୧ ବର୍ଷ ପାଇଁ – ୧୩୪ ପୋଷ୍ଟ୍‌
  • ୨୦୨୨ ବର୍ଷ ପାଇଁ – ୩୬ଟି ପୋଷ୍ଟ୍‌
  • ମୋଟ ପୋଷ୍ଟ୍‌ – ୨୯୭ ପୋଷ୍ଟ୍‌

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାଶ୍‌
  • କମ୍ପ୍ୟୁଟରରେ ସର୍ଟହାଣ୍ଡ୍ ନୋଟ୍ ଟାଇପ୍ ଦକ୍ଷତା
Advertisment

ଚୟନ ପ୍ରକ୍ରିୟା:

  • କମ୍ପ୍ୟୁଟର ଆଧାରିତ ପରୀକ୍ଷା
  • ସ୍କିଲ୍ ଟେଷ୍ଟ୍
  • ସର୍ବିସ୍‌ ରେକର୍ଡର ମୂଲ୍ୟାଙ୍କନ

ବିଶେଷ ସୂଚନା:

ଅନ୍‌ଲାଇନ୍ ଆବେଦନ ଫର୍ମ ପୂରଣ ହେବା ପରେ, ଏହାର ଏକ ପ୍ରିଣ୍ଟ୍ କପି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ, “ଆଞ୍ଚଳିକ ନିର୍ଦ୍ଦେଶକ, କର୍ମଚାରୀ ଚୟନ କମିଶନ (ଉତ୍ତର ପ୍ରଦେଶ), ବ୍ଲକ ନଂ ୧୨, C.G.O. କମ୍ପ୍ଲେକ୍ସ, ଲୋଧି ରୋଡ୍, ନୂଆଦିଲ୍ଲୀ ୧୧୦୦୦୩”କୁ ପଠାନ୍ତୁ, ଯାହା ୬ ନଭେମ୍ବର, ୨୦୨୩ ସୁଦ୍ଧା ପହଞ୍ଚିବା ଦରକାର।

Govt Jobs SSC Jobs SSC Job Notification
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ