Advertisment

NSUT ରେ ଖାଲିପଡିଛି ପ୍ରଫେସର ପଦବୀ; ଶୀଘ୍ର କରନ୍ତୁ ଆବେଦନ

ନେତାଜୀ ସୁବାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲେଜି ଫକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନେ ପ୍ରଫେସର ତଥା ବିଭିନ୍ନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
Nsut university recruitment apply for the post of professor and other posts

Nsut university recruitment apply for the post of professor and other posts

Advertisment

ନେତାଜୀ ସୁବାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲେଜି ଫକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।  ଯୋଗ୍ୟ ପ୍ରାର୍ଥୀମାନେ ପ୍ରଫେସର ତଥା ବିଭିନ୍ନ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶାୟୀ ପ୍ରାର୍ଥୀମାନେ ମେ’ ମାସ ୧୩ ତାରିଖ ସୁଦ୍ଧା ନିଜ ଆବେଦନ ଫର୍ମ ଦାଖଲ କରିପାରିବେ ।

Advertisment

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରି ମେ’ ମାସ ୩୦ ତାରିଖ ସୁଦ୍ଧା ଏହାର ଏକ ହାର୍ଡ କପି ଦାଖଲ କରିବେ ।

NSUT ରେ ଖାଲି ପଡିଥିବା ପଦବୀ:

  • ମୋଟ୍ ପଦବୀ ସଂଖ୍ୟା -୧୨୫
  • ପ୍ରଫେସର - ୧୨
  • ଆସିଷ୍ଟାଣ୍ଟ ପ୍ରଫେସର- ୧୦୨
  • ଆସୋସିଏଟ ପ୍ରଫେସର – ୩୮
Advertisment

ବୟସ ସୀମା:

  • ପ୍ରଫେସର – ୫୫ ବର୍ଷ
  • ଆସିଷ୍ଟାଣ୍ଟ ପ୍ରଫେସର- ୫୦ ବର୍ଷ
  • ଆସୋସିଏଟ ପ୍ରଫେସର – ୩୫ ବର୍ଷ

ଆବେଦନ ଶୁଳ୍କ:

ଜେନେରାଲ, OBC ଓ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୦୦୦ ଟଙ୍କା ଆବେଦନ ଶୁଳ୍କ ରହିଥିବାବେଳେ SC/ST ଓ PwD ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ରହିଛି ।

କିପରି କରିବେ ଆବେଦନ:

 ଇଚ୍ଛୁକ ପ୍ରାର୍ଥୀମାନେ NSUTର ଅଫିସିଆଲ୍‌ ୱେବସାଇଟ୍‌ www.nsit.ac.in ମାଧ୍ୟମରେ ଆବେଦନ କରିପାରିବେ । ଅନ୍‌ଲାଇନ୍‌ ଆବେଦନ ପରେ ପ୍ରାର୍ଥୀମାନେ NSUTର ଠିକଣା ମାଧ୍ୟମରେ ଆବେଦନ ଫର୍ମର ହାର୍ଡ କପି ପଠାଇବାକୁ ପଡିବ ।

Advertisment

ଠିକଣା -(Netaji Subhas University of Technology,Azad Hind Fauj Marg, Sector-3, Dwarka,New Delhi- 110078 )

ଅଧିକ ବିବରଣୀ ପାଇଁ ନୋଟିଫିକେସନ୍‌କୁ ଚେକ୍‌ କରନ୍ତୁ ।

NSUT University Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ