Advertisment

BECIL Recruitment 2023: ଗଣମାଧ୍ୟମ ସହିତ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ମିଳିବ ସରକାରୀ ଚାକିରି

BECIL ମନିଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଗ୍ରାଜୁଏସନ ଶେଷ କରି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ବିନା ବିଳମ୍ବରେ ଏଠାରେ ଆବେଦନ କରିପାରିବେ। ଏନେଇ ଅନେକ ଭାଷାର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଓଡ଼ିଆ ଭାଷୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସୁଯୋଗ ଅଛି।

BECIL Rrecruitment 2023 monitor job without exam

BECIL Rrecruitment 2023 monitor job without exam

Advertisment

ବ୍ରୋଡ୍‌କାଷ୍ଟ ଇଞ୍ଜିନିୟରିଂ କନ୍‌ସଲ୍‌ଟାଣ୍ଟ୍‌ ଇଣ୍ଡିଆନ୍ ଲିମିଟେଡ୍ (BECIL) ମନିଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଗ୍ରାଜୁଏସନ ଶେଷ କରି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ବିନା ବିଳମ୍ବରେ ଏଠାରେ ଆବେଦନ କରିପାରିବେ। ଏନେଇ ଅନେକ ଭାଷାର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଓଡ଼ିଆ ଭାଷୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ସୁଯୋଗ ଅଛି।

Advertisment

ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ BECILର ଅଫିସିଆଲ୍ ୱେବ୍‌ସାଇଟ୍‌ www.becil.com କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ BECIL Rrecruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୬ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଓଡ଼ିଆ – ୩ଟି ପୋଷ୍ଟ୍
  • ଆସାମୀ - ୩ଟି ପୋଷ୍ଟ୍
  • କନ୍ନଡ - ୩ଟି ପୋଷ୍ଟ୍
  • ତେଲୁଗୁ - ୨ଟି ପୋଷ୍ଟ୍
  • ତାମିଲି - ୩ଟି ପୋଷ୍ଟ୍
  • ପଞ୍ଜାବୀ - ୨ଟି ପୋଷ୍ଟ୍
  • ବେଙ୍ଗଲି - ୨ଟି ପୋଷ୍ଟ୍
  • ମାଲାୟାଲାମ୍ - ୨ଟି ପୋଷ୍ଟ୍
  • ମରାଠି - ୩ଟି ପୋଷ୍ଟ୍
  • ଗୁଜୁରାଟି - ୨ଟି ପୋଷ୍ଟ୍
  • ମୋଟ ପଦବୀ - ୨୫ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ବିଭାଗରେ ସ୍ନାତକ
  • ସମ୍ପୃକ୍ତ ଭାଷା ଜ୍ଞାନ ସହିତ କମ୍ପ୍ୟୁଟରରେ ପାରଦର୍ଶିତା
  • ଗଣମାଧ୍ୟମ / ସମ୍ବାଦ କ୍ଷେତ୍ରରେ ପ୍ରାର୍ଥୀଙ୍କ ଏକ ବର୍ଷର ଅଭିଜ୍ଞତା ରହିବା ଉଚିତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ / OBC / ପୂର୍ବତନ ସେବାୟତ / ମହିଳା / ଏବଂ ଅନ୍ୟାନ୍ୟ ବର୍ଗର ପ୍ରାର୍ଥୀ – ୮୮୫ ଟଙ୍କା
  • SC / ST / EWS / PH ବର୍ଗ ପ୍ରାର୍ଥୀ – ୫୩୧ ଟଙ୍କା

ଦରମା:

  • ଚୟନ ପ୍ରାର୍ଥୀ ମାସକୁ ୩୪, ୩୬୨ ଟଙ୍କା ଦରମା ପାଇବେ

ଚୟନ ପ୍ରକ୍ରିୟା:

  • ଦକ୍ଷତା ପରୀକ୍ଷା
  • ସାକ୍ଷାତକାର
  • ପାରସ୍ପରିକ ଆଲୋଚନା

କିପରି କରିବେ ଆବେଦନ:

  • BECIL ର ଅଫିସିଆଲ୍ ୱେବସାଇଟ୍ becil.com କୁ ଯାଆନ୍ତୁ
  • ଏହା ପରେ Career ପେଜ୍‌ରେ କ୍ଲିକ୍ କରନ୍ତୁ
  • Registration Form (Online Apply) ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ କରି ଆବେଦନ ପ୍ରକ୍ରିୟା ସହିତ ଆଗକୁ ଯାଆନ୍ତୁ
  • ଫର୍ମ ପୂରଣ କରି ସୟ ଆବେଦନ ଫିସ୍ ଦିଅନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
BECIL Recruitment Govt Jobs BECIL Jobs Vacancies In BECIL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ