Advertisment

ଦଶମ ପାସ୍‌ ପିଲାଙ୍କୁ ଚାକିରି ଦେଉଛି ଡାକ ସେବା, ଶୀଘ୍ର ହିଁ ଆବେଦନ କରନ୍ତୁ...

ଭାରତୀୟ ଡାକସେବା ବିଭାଗ ପକ୍ଷରୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶୀୟୀ ପ୍ରାର୍ଥୀମାନେ ୧୫ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
10th pass govt jobs 2022, India Post Recruitment 2022

ଷ୍ଟାଫ୍ କାର୍ ଡ୍ରାଇଭରର ୨୯ ଟି ଖାଲି ପଦବୀ ରହିଛି । ଆଶାୟୀ ପ୍ରାର୍ଥୀମାନେ କେବଳ ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା

  • ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ହୋଇଥିବା ଆବଶ୍ୟକ । ଏହାସହ ପ୍ରାର୍ଥୀଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରହିବା ଆବଶ୍ୟକ ।
Advertisment

ବୟସ ସୀମା

  • ଏହି ପଦବୀ ପାଇଁ ଆବେଦନ କରିବା ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୮ ବର୍ଷରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଓବିସି ପ୍ରାର୍ଥୀଙ୍କ ବୟସ ସୀମାକୁ ୩ ବର୍ଷ କୋହଳ କରାଯାଇଥିବାବେଳେ ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଛି ।

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇବା ପାଇଁ ଡାକସେବା ବିଭାଗର ଅଫିସିଆଲ୍ ୱେବସାଇଟକୁ ଭିଜିଟ୍‌ କରିପାରିବେ ।
Advertisment
10th Pass Govt Jobs 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ