Astrospeak
  • Live TV
  • Read In English

Kargil Vijay Diwas 2023: କାର୍ଗିଲ୍ ଯୁଦ୍ଧର ଇତିହାସ; କେଉଁ ଦିନ କ’ଣ ହୋଇଥିଲା…

ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ ଯୁଦ୍ଧର ପୂରା ଇତିହାସ ଜାଣିନେବା।

Brief history of kargil war in datewise
କାର୍ଗିଲ୍ ଯୁଦ୍ଧର ଇତିହାସ; କୋଉ ଦିନ କ’ଣ ହୋଇଥିଲା…

୧୯୯୯ ଯୁଦ୍ଧରେ ଭାରତୀୟ ସେନାର ବିଜୟକୁ ମନେପକେଇବା ନେଇ ୨୬ ଜୁଲାଇରେ ‘କାର୍ଗିଲ ବିଜୟ ଦିବସ’ ପାଳନ କରାଯାଏ। ଦେଶର ସୀମା ରକ୍ଷା କରିବା ପାଇଁ ସାହସର ସହ ଯୁଦ୍ଧ କରି ବଳିଦାନ ଦେଇଥିବା ବୀର ସୈନିକମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ଦିବସ।

ଆମ ସୈନିକମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନ ଏବଂ ସେମାନଙ୍କର ବୀରତ୍ୱ ଏବଂ ଦେଶପ୍ରେମକୁ ସମ୍ମାନ ଦେବା ପାଇଁ ‘କାର୍ଗିଲ ବିଜୟ ଦିବସ’ ଏକ ସ୍ମାରକ। ଏହି ଦିନ ଇଣ୍ଡିଆ ଗେଟ୍ ନିକଟରେ ଥିବା ଅମର ଯବାନ ଜ୍ୟୋତି ଠାରେ ଭାରତର ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ଏହା ସହିତ ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୁଏ। ଏହି ଅବସରରେ ଆସନ୍ତୁ ତାରିଖ ଅନୁସାରେ ଯୁଦ୍ଧର ପୂରା ଇତିହାସ ଜାଣିନେବା।