Advertisment

କ୍ୟାମେରା ଦେଖି ଘିଡ଼ି ଘିଡ଼ି ହେଇ ଦୌଡିଲେ ରାଖୀ ସାୱନ୍ତ; ଯାହା କହିଲେ ଶୁଣିଲେ ହସି ହସି ଗଡ଼ିବେ

ରାଖୀ ସାୱନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ସ ଆଇକନ୍ ହୋଇଯାଇଛନ୍ତି। ରାଖୀ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
Rakhi Sawant Running Away From Paparazzi Goes Viral

Rakhi Sawant Running Away From Paparazzi Goes Viral

Advertisment

ମନୋରଞ୍ଜନ କରିବାରେ ରାଖୀ ସାୱନ୍ତ ସବୁବେଳେ ଆଗରେ ରହିବେ। କିଛି ଦିନ ହେବ ରାଖୀ ନିରବ ଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି। ତାଙ୍କର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ସେ ଏକ ଇଣ୍ଟରନେଟ୍ ମେମ୍ ଆଇକନ୍ ହୋଇଯାଇଛନ୍ତି। ଭାଇରାଲ୍ ହେଉଥିବା ଏହି ଭିଡିଓରେ ସେ ପାପାରାଜିଙ୍କ ଠାରୁ ଦୌଡୁଥିବା ଦେଖିବାକୁ ମିଳନ୍ତି।

Advertisment

ରାଖୀଙ୍କ ଫଟୋ ଓ ଭିଡିଓ କରିବା ପାଇଁ ଯେତେବେଳେ କିଛି କ୍ୟାମେରାବାଲା ତାଙ୍କ ପାଖକୁ ଆସନ୍ତି ସେ ଦୌଡିବାକୁ ଲାଗନ୍ତି। କ୍ୟାମେରାବାଲା ମଧ୍ୟ ତାଙ୍କ ପଛରେ ଗୋଡାନ୍ତି। ରାଖୀ ତାଙ୍କ କାର୍ ଖୋଜି ଖୋଜି ଦୌଡୁଥିବା ବେଳେ ପାପାରାଜିମାନେ ତାଙ୍କୁ ଘେରିଯାଉଥିବା ଦେଖାଯାଏ।

ତେବେ ସେ ପାପାରାଜୀଙ୍କ ଠାରୁ ଦୌଡିବା ଯେତିକି ଆଶ୍ଚର୍ଯ୍ୟ ନ କରେ, ଏହି ସମୟରେ ସେ ପାପାରାଜିଙ୍କୁ ଯାହା କହୁଛନ୍ତି ତାହା ହିଁ ଆଶ୍ଚର୍ଯ୍ୟଜନକ। ତାଙ୍କ କଥା ଆପଣ ବି ଶୁଣିଲେ ହସି ହସି ଗଡିଯିବେ।

Advertisment

ରାଖୀ ସାୱନ୍ତ କ୍ଲିପ୍‌ରେ ଥିବା କ୍ୟାମେରାଠାରୁ ଦୌଡ଼ି ପଳାଉଥିବା ବେଳେ ମଜ୍ଜାଳିଆ ଢଙ୍ଗରେ କହୁଛନ୍ତି ଯେ “ମୋତେ ଛାଡିଦିଅ, ଦୟାକରି ପଡୋଶୀଙ୍କ ପାଇଁ ମତେ ଛାଡିଦିଅ, ଭଗବାନଙ୍କ ପାଇଁ ମତେ ଛାଡିଦିଅ”।

Advertisment

ରାଖୀଙ୍କ ଏଭଳି କଥା ଶୁଣି ଲୋକେ ଖୁବ ହସୁଛନ୍ତି ଆଉ ତାଙ୍କ ଭିଡିଓ ଉପରେ ମେମ୍ସ କରି ବିଭିନ୍ନ ମଜ୍ଜାଳିଆ କ୍ୟାପ୍‌ସନ ଦେଇ ଶେୟାର କରୁଛନ୍ତି। ଦେଖନ୍ତୁ ଏମିତି କିଛି ମଜ୍ଜାଳିଆ ପୋଷ୍ଟ୍।


— Mohabbatein (@sidharth0800) June 15, 2023


— s (@sleepysej) June 16, 2023


— your bestie 🫶🏼 (@zaraslemonade) June 15, 2023


— ss/ak 🦩 (@a_kasshh) June 16, 2023


— Gauri Tanushree Rane (@RevolverRane) June 16, 2023


— Gauri Tanushree Rane (@RevolverRane) June 16, 2023


— 𝘈𝘵𝘶𝘭𝘺𝘢 (@Dr_vancomycin) June 15, 2023


— Sia ✨ (@byunswuxian) June 15, 2023

Rakhi Sawant Social Media Viral Video Viral Videos
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ