Advertisment

Viral Video: ସୁଟିଂ ସମୟରେ ଫିଲ୍ମର ହିରୋ ରାତି ଅଧରେ ମୋ ବେଡ୍‌ରୁମ୍‌କୁ ଆସିବାକୁ ଚାହୁଁଥିଲେ: ମଲ୍ଲିକା ଶେରାୱତ୍‌

ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।

ଅଦ୍ୟତନ ହୋଇଛି
Mallika sherawat claims in old viral video that a hero would knock her door at 12 am

Mallika sherawat claims in old viral video that a hero would knock her door at 12 am

Advertisment

ତାଙ୍କ କ୍ୟାରିୟରରେ ଡବଲ୍ ଧମାଲ, ‘ହିସ୍’ ଏବଂ ‘ମର୍ଡର’ ଭଳି ଫିଲ୍ମ ସହିତ ହିନ୍ଦୀ ସିନେମାରେ ଏକ ଆଲୋଡ଼ନ ସୃଷ୍ଟି କରିଥିବା ମଲ୍ଲିକା ଶେରାୱତ୍‌ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।

Advertisment

ଏହା ପରେ ସେ ପୁଣି କହିଛନ୍ତି, “ମୁଁ କହିଲି, ନା, ଏମିତି କିଛି ହେବ ନାହିଁ। ଏହା ପରେ ସେହି ହିରୋ ମୋ ସହିତ ଆଉ କାମ କଲେ ନାହିଁ।” କିନ୍ତୁ ଏଠାରେ ଅଭିନେତ୍ରୀ କାହାର ନାଁ ନେବାକୁ ମନା କରିଦେଇଛନ୍ତି। ଅଭିନେତ୍ରୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେବେ ମଲ୍ଲିକାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ' ଦୁଇ ବର୍ଷ ପରେ ତାଙ୍କର ଦ୍ୱିତୀୟ ହିନ୍ଦୀ ଫିଲ୍ମ। ଏହାପୂର୍ବରୁ ତାଙ୍କୁ ରଜତ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆର୍‌କେ/ଆର୍‌କେ'ରେ ଦେଖିବାକୁ ମିଳିଥିଲା। ‘ବିକି ବିଦ୍ୟା କା ୱୋ ୱାଲା ଭିଡିଓ’ ଟ୍ରେଲର ଦେଖିବା ପରେ ଲୋକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ୧୧ ଅକ୍ଟୋବର ୨୦୨୪ ରେ ରିଲିଜ୍ ହେବ।

Mallika Sherawat Social Media Viral Video Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ