ବଲିଉଡର ଦାମୀ ସିଙ୍ଗର । ୨୦୧୧ରେ ରିଲିଜ ହେ।ଇଥିବା ଫିଲ୍ମ ମର୍ଡର ଟୁରେ ଗୀତ ଗାଇ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ଆଶିକି ଟୁ ତାଙ୍କୁ ଯୁବପିଢିଙ୍କ ମଧ୍ୟରେ ଲେ।କପ୍ରିୟତା ଦେଇଥିଲା । ବଲିଉଡର ସବୁଠୁ ସଫଳ ଗାୟକ ଅରିଜିତ ଏବେ ନିଜର ଗୀତ ନୁହେଁ ବରଂ ନିଜର ବ୍ୟବସାୟ ପାଇଁ ଚର୍ଚ୍ଚ।ରେ ରହିଛନ୍ତି ।
ନିଜ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଅରିଜିତ ଏକ ରେସ୍ତେ।ରାଁ ଖେ।ଲିଛନ୍ତି । ଯାହାର ନାଁ ଦେଇଛନ୍ତି ହେସେଲ । କେବଳ ରେସ୍ତେ।ରାଁ ନାଁ ନୁହେଁ ଖାଇବାର ଦାମ ଲେ।କଙ୍କୁ ଅଧିକ ଆକର୍ଷିତ କରୁଛି । କୁହାଯାଉଛି କେବଳ ଏଠି ୪୦ ଟଙ୍କାରେ ପେଟପୁରା ଖାଇବା ମିଳୁଛି ।
ଅଧିକ ପଢ଼ନ୍ତୁ: ଅଭିଷେକ ବଚ୍ଚନଙ୍କ ନାଁରେ ରହିଛି ଏହି ରେକର୍ଡ, ପଛରେ ଅନେକ ବିଗ ଷ୍ଟାର
Also Read
ବଙ୍ଗାଳି ଭାଷାରେ ହେସେଲର ଅର୍ଥ ରେ।ଷେଇ। ଏହି ରେସ୍ତେ।ରାଁ ଖେ।ଲିବାର ଉଦ୍ଦେଶ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗର ଲେ।କଙ୍କୁ ପୃଷ୍ଟିକର ଓ ଘର ଭଳି ଖାଦ୍ୟ ଖୁଆଇବା । ଲେ।କଙ୍କୁ କମ ଟଙ୍କାରେ ଭଲ ଖାଦ୍ୟ ଖୁଆଇବା ଅରିଜିତ ସିଂଙ୍କ ରେସ୍ତେ।ରାଁ ଖେ।ଲିବା ପଛର କାରଣ । କିଛି ମିଡିଆ ରିପେ।ର୍ଟରେ କୁହାଯାଇଛି ଅରିଜିତ ସିଂଙ୍କ ରେସ୍ତେ।ରାଁରେ ୪୦ ଟଙ୍କାରେ ଥାଳି ଛାତ୍ରଛାତ୍ରୀଙ୍କୁ ନଜରରେ ରଖି କରାଯାଇଛି ।
କିଛି ଲେ।କଙ୍କ କହିବା କଥା ରେସ୍ତେ।ରାଁରେ ଅଲଗା ଅଲଗା ଲେ।କଙ୍କ ପାଇଁ ଖାଇବା ଦାମ ଅଲଗା ରହିଛି । ଯିଏ ଯେଭଳି ଚାହିଁବ ସେହିଭଳି ଖାଦ୍ୟ ଖାଇପାରିବ । ତେବେ ଅରିଜିତ ସିଂଙ୍କ ତରଫରୁ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ରେସ୍ତେ।ରାଁକୁ ଅରିଜିତ ସିଂଙ୍କ ପିତା ଗୁରଦୟାଲ ସିଂ ଚଳାଉଛନ୍ତି । ଏହା ତାଙ୍କର ଘର ନିକଟରେ ରହିଛି । ଅରିଜିତ ସିଂ ବି ବେଳେ ବେଳେ ହେ।ଟେଲ କଥା ବୁଝୁଛନ୍ତି । ଅରିଜିତ ସିଂ ଏବେ ଦେଶର ସବୁଠୁ ଅଧିକ ଆୟ କରୁଥିବା ଗାୟକ ପାଲଟିଛନ୍ତି । ତାଙ୍କ ଡିମାଣ୍ଡ ଏଭଳି ରହିଛି କି ୨ଘଣ୍ଟାର ଲାଇଭ ପରଫରମାନ୍ସ ପାଇଁ ୧୪ କେ।ଟି ଟଙ୍କା ନେଉଛନ୍ତି ।
ଅରିଜିତ ଖୁବ ସାଧାସିଧା ଜୀବନ ବଞ୍ଚନ୍ତି । ଲାଇମଲାଇଟରୁ ଦୂରରେ ରହୁଥିବା ଅରିଜିତଙ୍କ ପାଖରେ ୪୧୪ କେ।ଟି ଟଙ୍କାର ସଂପତ୍ତି ରହିଛି । ତାଙ୍କର ନଭି ମୁମ୍ବାଇରେ ୮କେ।ଟି ଟଙ୍କାର ଘର ରହିଛି। ଏହା ଛଡା ୩.୪ କେ।ଟିରୁ ଅଧିକ ଦାମର ଲଗଜୁରୀ କାର ରହିଛି । ତାଙ୍କ ପାଖରେ ରେଞ୍ଜ ରେ।ଭର ଓ ମର୍ସିଡିଜ ଭଳି କାର ରହିଛି ।
ଅରିଜିତଙ୍କ କନସର୍ଟରେ ଟିକେଟ ଦାମ ୨ହଜାରରୁ ୮୦ ହଜାର ଟଙ୍କା ଯାଏ ହେ।ଇଥାଏ । ଏହି ଦାମ ଜାଗା ଓ ଟିକେଟ କାଟାଗେ।ରୀକୁ ନେଇ ଅଲଗା ଅଲଗା ହେ।ଇଥାଏ । ଅନେକ ସେଲିବ୍ରିଟି ଷ୍ଟାର ବି ତାଙ୍କ କନସର୍ଟ ଦେଖିବାକୁ ଆସିଥାଆନ୍ତି ।