Advertisment

OCS ପ୍ରିଲିମ୍ ପରୀକ୍ଷା ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି ।

ଅଦ୍ୟତନ ହୋଇଛି
OCS Prelims 20222

OCS Prelims 20222

Advertisment

ଓଡ଼ିଶା ସିଭିଲ ସର୍ଭିସ କମିଶନ୍‌ ଦ୍ୱାରା OCS ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଅକ୍ଟୋବର ୧୬ ତାରିଖରେ OCS ପ୍ରିଲିମ୍ ପରୀକ୍ଷା ହେବା ନେଇ OPSC ପକ୍ଷରୁ ନୋଟିସ ଜାରି କରାଯାଇଛି । ପରୀକ୍ଷା ସଂପର୍କରେ ସବିଶେଷ ବିବରଣୀ ୱେବସାଇଟରୁ ମିଳିବ। OPSC ୱେବସାଇଟରେ ପରବର୍ତ୍ତୀ ସମୟରେ ବିସ୍ତୃତ ବିବରଣୀ ଦିଆଯିବ ।

Advertisment

OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଟୁଇଟ୍ କରି କହିଛନ୍ତି, 'ପରୀକ୍ଷାର୍ଥୀଙ୍କ ସନ୍ଦେହ ଦୂର କରିବା ପାଇଁ, ୨୦୨୦ OCS ଫଳାଫଳ ଘୋଷଣା ପରେ ୨୦୨୧-୨୨ ର ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହେବ'।

Advertisment

OPSC OCS Prelims 20222
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ