Advertisment

ଆଜି ପ୍ରକାଶ ପାଇବ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ

cbse.nic.in ୱେବସାଇଟ୍‌ରେ ପ୍ରକାଶ ପାଇବ ରେଜଲ୍ଟ ...

ଅଦ୍ୟତନ ହୋଇଛି
CBSE board exam 2022 results to be out today

CBSE board exam 2022 results to be out today

Advertisment

ଆଜି CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୨ଟାରେ ଦଶମ ରେଜଲ୍ଟ ବାହାରିବ । cbse.nic.in ୱେବସାଇଟ୍‌ରେ ପ୍ରକାଶ ପାଇବ ରେଜଲ୍ଟ । ଆଜି ସିବିଏସ୍ଇ ରେଜଲ୍ଟ ବାହାରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି ।

Advertisment

ସୂଚନା ଆନୁସାରେ, କରୋନା କଟକଣା ପରେ ପ୍ରଥମଥର ପାଇଁ ଅଫଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ୩୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୬ରୁ ଜୁନ୍‌ ୧୫ ଯାଏ CBSE ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ଏପ୍ରିଲ ୨୬ରୁ ମେ’ ୨୪ ଯାଏ CBSE ଦଶମ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୨ଟି ଟର୍ମରେ CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

CBSE Board Exam 2022 Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ