Advertisment

ରାସ୍ତାକଡ଼ରୁ ମିଳିଲା Swiggy ବୟଙ୍କ ମୃତଦେହ

କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Swiggy Delivery Boy Found Dead In Cuttack

Swiggy Delivery Boy Found Dead In Cuttack

Advertisment

ମିଳିଲା ସ୍ୱିଗି ବୟଙ୍କ ମୃତଦେହ ! କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।ମୃତକ ହେଲେ ସିଡିଏ ସେକ୍ଟର-୭ ନମ୍ବର ଅଞ୍ଚଳର ନିରାକାର ବେତାଳ। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଡେଲିଭରି ଦେବା ପାଇଁ ଯିବା ସମୟରେ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି।

ଖବରପାଇ ଫେଜ୍-୨ ପୋଲିସ୍‌ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ରାସ୍ତା କଡ଼ରେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ବାଇକ ଦେଖି ଏହା ଏକ ଦୁର୍ଘଟଣା ବୋଲି ପୋଲିସ ଅନୁମାନ କରୁଛି।

Advertisment
Murder Murder In Cuttack Swiggy Boy Murder Swiggy Boy Murder In Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ