Advertisment

କୋର୍ଟରେ ଅଭିଯୋଗକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ଅଭିଯୋଗକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । କୋର୍ଟ ପୁରୁଷ ବନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ନିର୍ଦ୍ଦୋଷରେ ଖଲାସ ଖବର ଶୁଣି ଆତ୍ମହତ୍ୟା ଉଦ୍ୟମ କଲେ

ଅଦ୍ୟତନ ହୋଇଛି
sucide attempt

sucide attempt

Advertisment

କୋର୍ଟ ରୁମ୍ ବାହାରେ ଅଭିଯୋଗକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ କୋର୍ଟ ରୁମ ବାହାରେ ପାରାସିଟାମଲ ଟାବଲେଟ୍ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ପ୍ରେମ ସମ୍ପର୍କ ଥିବା ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ।

Advertisment

ଏହି ମାମଲାରେ ପୁରୁଷ ବନ୍ଧୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିଲେ। ଏହାପରେ ସମ୍ପୃକ୍ତ ମହିଳା ଜଣକ କୋର୍ଟ ରୁମ୍ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମିଳିଥିବା ସୂଚନା ମୁତାବକ, ମହିଳା ଜଣକ ପୂର୍ବରୁ ନିଜ ସ୍ବାମୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିଲେ।

Sundargarh Women Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ