ଅଦ୍ୟତନ ହୋଇଛି
Odia Jawan Attacjked SI
Advertisment
ପୋଲିସ ଏସଆଇଙ୍କୁ ହାଣିଲେ ପୂର୍ବତନ ଯବାନ। ପୁଣି ଆତଙ୍କ ଖେଳାଇଲେ କଟକ ବାଙ୍କୀ ହରିରାଜପୁରର ଯବାନ ସରୋଜ ଦାସ। ସରୋଜଙ୍କୁ ଗିରଫ ପାଇଁ ଯାଇଥିବା ବେଳେ ବାଙ୍କୀ ଥାନା ଏସଆଇ ସମ୍ବିତ ସ୍ୱାଇଁ ଓ କନଷ୍ଟେବଲ ଉତ୍ତମ କରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆଦିମାତା ଛକରେ ଉଭୟଙ୍କୁ ଖଣ୍ଡାରେ ହାଣିଛନ୍ତି ଯବାନ ଜଣକ।
Advertisment
ଆକ୍ରମଣରେ ଉଭୟ ଏସଆଇ ଓ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏସଆଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697953343.jpg)