ଅଦ୍ୟତନ ହୋଇଛି
murder
Advertisment
ରାଜଧାନୀରେ ପୁଣି ଏକ ହତ୍ୟା । ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ । ଭୁବନେଶ୍ୱର ସହିଦନଗର ଥାନା ବାସୁଆଘାଇରେ ଘଟିଛି ଏହି ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ । ପାରିବାରିକ କଳହକୁ ନେଇ ଅଭିଯୁକ୍ତ ନିଜ ସ୍ତ୍ରୀକୁ କାହିକିଁ ପିଟିପିଟି ନୃଶଂସ ଭାବେ ହତ୍ୟା କରିଥିବା ସୂଚନା ମିଳିଛି ।
Advertisment
ଅଭିଯୁକ୍ତ ସ୍ୱାମୀର ନାଁ ସୌଭାଗ୍ୟ ରଂଜନ ଦାସ । ତେବେ କେଉଁ ଘଟଣାକୁ ନେଇ ପାରିବାରିକ କଳହ ଲାଗି ରହିଥିଲା, ସେ ନେଇ ପୋଲିସ ଖୋଳତାଡ଼ ଚଳାଇଛି । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଏ ସଂପର୍କରେ ପଡ଼ୋଶୀଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1651294633.jpg)