Advertisment

ଡକାୟତି ଘଟଣାର ତଦନ୍ତ କରୁ କରୁ ପୋଲିସ୍‌କୁ ମିଳିଲା ହନୁମାନ ପଇସା

ଡକାୟତ ଗ୍ୟାଙ୍ଗ ଠାରୁ ୨ଟି ହନୁମାନ ପଇସା ମିଳିଛି। ୨ଟି ପୃଥକ ଡକାୟତି ମାମଲାରେ ୧୦ ଡକାୟତଙ୍କୁ ପୋଲିସ ଗିରଫ କରିଛି।

Hanuman coins recovered from a dacoit gang

Hanuman coins recovered from a dacoit gang

Advertisment

ଡକାୟତ ଘଟଣାର ତଦନ୍ତ କରୁ କରୁ ପୋଲିସ୍‌କୁ ମିଳିଲା ହନୁମାନ ପଇସା। ଡକାୟତ ଗ୍ୟାଙ୍ଗ ଠାରୁ ୨ଟି ହନୁମାନ ପଇସା ପୋଲିସ ଜବତ କରିଛି। 

Advertisment

୨ଟି ପୃଥକ ଡକାୟତି ମାମଲାରେ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ହନୁମାନ ପଇସା ସହ କିଛି ଚୋରା ସାମଗ୍ରୀ ଜବତ ହୋଇଛି। ୧୦ ଡକାୟତ ଓ ୮ ଚୋରା ବେପାରୀଙ୍କୁ କେନ୍ଦ୍ରାପଡ଼ା ପୋଲିସ ଗିରଫ କରିଛି।

ଚୋରା ସାମଗ୍ରୀ ମଧ୍ୟରେ ବନ୍ଧୁୂକ, ଗୁଳି, ୩ଟି ବାଇକ, ଗୋଟିଏ କାର ସହ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ଜଣାପଡ଼ଛି। ଦୁଇଟି ଡକାୟତି ଘଟଣାର ତଦନ୍ତ କରି କେନ୍ଦ୍ରାପଡ଼ା ପୋଲିସ ୧୮ ଜଣ ଡକାୟତଙ୍କୁ ଗିରଫ କରିଛି। ଏହି ସମୟରେ ସେମାନଙ୍କ ନିକଟରୁ ହନୁମାନ ପଇସା ଜବତ ହୋଇଥିଲା। 

Advertisment
Hanuman Coins Dacoit Gang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ