Advertisment

War of Words Escalates: ରାହୁଲଙ୍କୁ ଦେଶର ଦୁସମନ କହିଲେ କେନ୍ଦ୍ରମନ୍ତ୍ରୀ, ପୂରା ମୁହାଁମୁହିଁ ସ୍ଥିତି

ମକର ଦ୍ବାର ନିକଟରେ କଂଗ୍ରେସ ସାଂସଦ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିଲେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ସାଂସଦ ଟ୍ରେଟର ଫ୍ରେଣ୍ଡ ବୋଲି କହି ସମ୍ବୋଧନ କରିଥିଲେ ।

Rahul

Rahul Photograph: (OTV)

Advertisment

ସଂସଦର ମକର ଦ୍ବାର ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ମୁହାଁମୁହିଁ ସ୍ଥିତି। ମକର ଦ୍ବାର ନିକଟରେ କଂଗ୍ରେସ ସାଂସଦ ମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ସେହି ବାଟ ଦେଇ ଯାଉଥିଲେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ସାଂସଦ ଟ୍ରେଟର ଫ୍ରେଣ୍ଡ ବୋଲି କହି ସମ୍ବୋଧନ କରିଥିଲେ ଏବଂ ତମେ ଆମ ଦଳକୁ ଦିନେ ଫେରିବ ବୋଲି କହିଥିଲେ ରାହୁଲ ଗାନ୍ଧୀ।

Advertisment

ଦେଶ କା ଦୁସମନ୍

ପରେ ପରେ ହାତ ମିଳାଇବାକୁ ଚେଷ୍ଟା କରିଥିଲେ ରାହୁଲ। ଏହାର ଜବାବରେ ରାହୁଲଙ୍କୁ ଦେଶ କା ଦୁସମନ୍ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ। 

ତିନି ଥରର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ରବନୀତ ସିଂ ବିଟ୍ଟୁ। ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସରୁ ବିଜେପିକୁ ଚାଲିଆସିଥିଲେ। ଯାହାକୁ ନେଇ ତାଙ୍କୁ ଟ୍ରେଟର ବୋଲି ରାହୁଲ ଗାନ୍ଧୀ କହିଥିବା ଚର୍ଚ୍ଚା ହେଉଛି।  

Advertisment



Union Minister Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ