Advertisment

President’s Odisha Visit: FM ୟୁନିଭର୍ସିଟି ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି, ପୂର୍ବରୁ ଯାଜପୁରରେ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ

ଯାଜପୁର ଗସ୍ତ ସାରି ବାଲେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଲେଶ୍ୱରରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହରେ ସାମିଲ ହୋଇଛନ୍ତି।

President

President Photograph: (OTV)

Advertisment

୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯାଜପୁର ଗସ୍ତ ସାରି ବାଲେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଲେଶ୍ୱରରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ସମାରୋହରେ ସାମିଲ ହୋଇଛନ୍ତି।

Advertisment

ପରେ ଆଜି ସଂଧ୍ୟାରେ ପୁରୀ ଫେରିଯିବେ ରାଷ୍ଟ୍ରପତି। ଏହା ପୂର୍ବରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିଥଲେ ରାଷ୍ଟ୍ରପତି। ମା ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସହ ପ୍ରାୟ ଦେଢ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

FM ୟୁନିଭର୍ସିଟି ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ଏହା ପୂର୍ବରୁ ଯାଜପୁରରେ ମା' ବିରଜାଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି
ମନ୍ଦିରରେ ମା'ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ 
ନାଭିଗୟାରେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି
ବାଲେଶ୍ୱର ଗସ୍ତ ସାରି ସଂଧ୍ୟାରେ ପୁରୀ ଯିବେ ରାଷ୍ଟ୍ରପତି 
୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment
President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ