Advertisment

OTV Journalist Dies After Prolonged Illness: ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ, ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଚିକିତ୍ସାଧୀନ ଥିଲେ

ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ। ୧୦ ବର୍ଷ ଧରି ଦିଲ୍ଲୀ ବ୍ୟୁରୋରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଜାନୁଆରୀ ୧୬ରୁ ଚିକିତ୍ସାଧୀନ ଥିଲେ। ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଓଟିଭି ପ୍ରତି ତାଙ୍କର ବିଶେଷ ଅବଦାନ।

OTV Journalist Dies After Prolonged Illness

ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ Photograph: (OTV)

Advertisment

ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ । ୧୦ ବର୍ଷ ଧରି ଦିଲ୍ଲୀ ବ୍ୟୁରୋରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ ନିତିନ। ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଜାନୁଆରୀ ୧୬ରୁ ସେ ଚିକିତ୍ସାଧୀନ ଥିଲେ । ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଓଟିଭି ପ୍ରତି ତାଙ୍କର ଅବଦାନ ଉଚ୍ଚକୋଟୀର ରହିଥିଲା। 

Advertisment

ଖୁବ୍ ସରଳ ବ୍ୟକ୍ତିତ୍ୱରେ ସମସ୍ତଙ୍କର ଆପଣାର ଓ ପ୍ରିୟର ହୋଇପାରିଥିଲେ ନିତିନ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଓଟିଭି ପରିବାର ତରଫରୁ ନିତିନଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ଓଟିଭି କର୍ମଚାରୀମାନେ ନିତିନଙ୍କୁ ମନେପକାଇବା ସହିତ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

  • ଓଟିଭି ଭିଡିଓ ଜର୍ଣ୍ଣାଲିଷ୍ଟ ନିତିନ ଦତ୍ତଶର୍ମାଙ୍କ ଦେହାନ୍ତ
  • ୧୦ ବର୍ଷ ଧରି ଦିଲ୍ଲୀ ବ୍ୟୁରୋରେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟରତ ଥିଲେ
  • ଫୁସ୍ ଫୁସ୍ ସଂକ୍ରମଣ ଯୋଗୁଁ ଜାନୁଆରୀ ୧୬ରୁ ଚିକିତ୍ସାଧୀନ ଥିଲେ
  • ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଓଟିଭି ପ୍ରତି ତାଙ୍କର ବିଶେଷ ଅବଦାନ
  • ଖୁବ୍ ସରଳ ବ୍ୟକ୍ତିତ୍ୱରେ ସମସ୍ତଙ୍କର ଆପଣାର ହୋଇପାରିଥିଲେ
Advertisment
Journalist Odisha News OTV Journalist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ