congress Photograph: (OTV)
ବିହାରରେ NDAକୁ ବଡ଼ ସଫଳତା । ସଂଖ୍ୟାଗରିଷ୍ଠତା ଟପି ୧୯୦ ସିଟରେ ଆଗରେ ଅଛି । ମହାଗଠବନ୍ଧନ ୪୯ ସିଟରେ ଆଗରେ ଅଛି । ନିର୍ବାଚନରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ନିରାଶ ହୋଇଛନ୍ତି । ବିହାରରେ ମୋଦିଙ୍କ ନେତୃତ୍ବରେ ବିଜେପି ଭଲ ପ୍ରଦର୍ଶନ କରୁଛି ।
ଏଥର ରାହୁଲ ଗାନ୍ଧୀ ବିହାରରେ ଅନେକ ରାଲି ଓ ସଭା କରିଥିଲେ । ଜୋରଦାର ନିର୍ବାଚନ ପ୍ରଚାର କରିଥିଲେ । ଆଶା କରିଥିଲେ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ । ମାତ୍ର ୭ଟି ଆସନରେ ଆଗୁଆ ରହି କଂଗ୍ରେସ ନିରାଶ କରିଛି ।
ବିହାରରେ ମହାଗଠବନ୍ଧନ ଶୋଚନୀୟ ପ୍ରଦର୍ଶନ କରିଛି । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା MGB ପୂରା ନିରାଶ ହୋଇଛି । ଭୋଟରେ ତେଜସ୍ୱୀ ନିଜର ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପଛରେ ପଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/congress-2025-11-14-11-58-56.jpg)