Padma Award Photograph: (OTV)
ଓଡ଼ିଶାର ୪ ଜଣ ପାଇବେ ପଦ୍ମ ପୁରସ୍କାର । ଚରଣ ହେମ୍ୱ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ଓଡ଼ିଶାର ୪ ଜଣଙ୍କୁ ୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର
ଚରଣ ହେମ୍ୱ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ
ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ
ଶରତ କୁମାର ପାତ୍ରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ
ସୀମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ
ଘୋଷଣା ହେଲା ପଦ୍ମ ପୁରସ୍କାର । ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ।
ଅଲକା ୟାଗ୍ନିକ୍, ଭଗତ୍ ସିଂ କୋଶିୟାରୀ ଓ ମାମୁଟ୍ଟିଙ୍କୁ ପଦ୍ମ ଭୂଷଣ
ପିୟୂଷ ପାଣ୍ଡେ, ଶିବୁ ସୋରେନ୍ ଓ ଭିକେ ମାଲହୋତ୍ରାଙ୍କୁ ପଦ୍ମ ଭୂଷଣ
ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପୁରସ୍କାର
କେରଳର କେଟି ଥୋମାସ୍ ଓ ପି. ନାରାୟଣନଙ୍କୁ ପଦ୍ମ ବିଭୂଷଣ
ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କୁ ପଦ୍ମ ବିଭୂଷଣ
ଉତ୍ତର ପ୍ରଦେଶର ଏନ୍. ରାଜମଙ୍କୁ ପଦ୍ମ ବିଭୂଷଣ ସମ୍ମାନ
ପୂର୍ବତନ ଟେନିସ ଖେଳାଳି ବିଜୟ ଅମୃତରାଜଙ୍କୁ ପଦ୍ମ ଭୂଷଣ
କ୍ରିକେଟର୍ ରୋହିତ ଶର୍ମା ଓ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ପଦ୍ମଶ୍ରୀ
ମହିଳା କ୍ରିକେଟର ହରମନପ୍ରିତ କୌରଙ୍କୁ ପଦ୍ମଶ୍ରୀ ସମ୍ମାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/padma-award-2026-01-25-19-13-18.jpg)