Advertisment

Amit Shah Hails CISF: ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF, କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବି CISFଙ୍କ ବଡ଼ ଅବଦାନ ରହିଛି।  ସେ ଆହୁରି କହିଛନ୍ତି, ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF। ଦେଶର 'ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ।

AMIT SHAH

AMIT SHAH Photograph: (OTV)

Advertisment

କଟକ ମୁଣ୍ଡଳି CISF କ୍ୟାମ୍ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବୋଧନ। କହିଛନ୍ତି, ମାର୍ଚ୍ଚ ୩୧ରେ ଦେଶ ନକ୍ସଲବାଦରୁ ମୁକ୍ତ ହେବ। ତିରୁପତିରୁ ପଶୁପତି ରେଡ୍ କରିଡର୍ ସ୍ବପ୍ନ ଦେଖୁଥିବା ଲୋକେ ପରାସ୍ତ ହେବେ। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ଯୋଗୁଁ ନକ୍ସଲବାଦ ସଫା ହୋଇଯିବ। ନକ୍ସଲବାଦର ମୂଳୋତ୍ପାଟନ ପାଇଁ CISFଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ।

Advertisment

ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନାରେ ବି CISFଙ୍କ ବଡ଼ ଅବଦାନ ରହିଛି।  ସେ ଆହୁରି କହିଛନ୍ତି, ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଜାବୁଡ଼ି ଧରିଛି CISF। ଦେଶର 'ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ।

ବନ୍ଦରକୁ ବି ସୁରକ୍ଷା ଯୋଗାଇବେ

୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ। ୭୦ ବିମାନ ବନ୍ଦର ସହ ୩୬୧ଟି ପ୍ରମୁଖ ସଂସ୍ଥାନକୁ ସୁରକ୍ଷା ଦେଉଛି CISF। ଏବେ ବନ୍ଦରକୁ ବି ସୁରକ୍ଷା ଯୋଗାଇବେ CISF ଯବାନ। ଏହା ସହ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ସହିଦ ବାଜି ରାଉତଙ୍କୁ ବି ସ୍ମରଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।

Advertisment

‘ବୀରତ୍ବ ଓ ତ୍ୟାଗର ପ୍ରମାଣ CISF’
କଟକ ମୁଣ୍ଡଳି CISF କ୍ୟାମ୍ପରେ ଶାହଙ୍କ ସମ୍ବୋଧନ
CISF ଭୂମିକାକୁ ଭୁରୀ ଭୁରୀ ପ୍ରଶଂସା 
ଆଧୁନିକତାକୁ ଆପଣେଇଛି ଓ ପରମ୍ପରାକୁ ବି ଧରିଛି CISF
ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ ହେଉଛି CISF
ଦେଶର ଔଦ୍ୟୋଗିକ ବିକାଶର ସମ୍ଭାବନା CISF ବିନା ଅସମ୍ଭବ
୨୦୪୭ ବିକଶିତ ଭାରତ ପାଇଁ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ

CISF Amit Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ