Advertisment

BJP Set for New National Chief: ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନିତିନ ନବୀନ ପରବର୍ତ୍ତୀ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ

ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ପରବର୍ତ୍ତୀ ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ। ଆଉ କିଛି ସମୟ ପରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ।

BJP

BJP Photograph: (OTV)

Advertisment

ଆଉ କିଛି ସମୟ ପରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନ ପରବର୍ତ୍ତୀ ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ। ଆଉ କିଛି ସମୟ ପରେ ସେ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଏନଡିଏ ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏଥିପାଇଁ ଚଳଚଞ୍ଚଳ ବିଜେପି ପାର୍ଟି ଅଫିସ୍। ଦିଲ୍ଲୀ ମୁଖ୍ୟାଳୟରେ ସାରା ଦେଶରୁ ବରିଷ୍ଠ ନେତା ଆସି ପହଞ୍ଚୁଛନ୍ତି। ...

ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା।...

Advertisment


ବିଜେପିର ‘ନବୀନ’ ଅଧ୍ୟାୟ

ବିଜେପିର ନୂଆ ଅଧ୍ୟକ୍ଷ: ନିତିନ ନବୀନ!
ନିତିନ ନବୀନଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା
ଶାହ, ନଡ୍ଡା, ରାଜନାଥ ଓ ବରିଷ୍ଠ ନେତୃତ୍ବ ଦେଲେ ପ୍ରସ୍ତାବ

ପ୍ରତି ରାଜ୍ୟରୁ ପ୍ରସ୍ତାବ ଦିଆଯାଉଛି 

Nitin Nabin BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ