Advertisment

BJP Regains Upper Hand: ମହାରାଷ୍ଟ୍ରରେ ପୁଣି ଚାଲିଲା ବିଜେପି ମ୍ୟାଜିକ୍, କାମ ଦେଲାନି ଠାକରେ ଭାଇଙ୍କ ମେଳି

ଦୁଇ ଅଙ୍କ ସଂଖ୍ୟା ହାସଲ କରିପାରିନି କଂଗ୍ରେସ। ଏଥର ନିର୍ବାଚନ ବେଶ୍ ରୋଚକ ଥିଲା। ୨୦ ବର୍ଷ ପରେ ରାଜ୍ ଠାକରେ ଓ ଉଦ୍ଧବ ଠାକରେ ଦୁଇ ଭାଇ ଏକାଠି ହୋଇଥିଲେ। ବିଜେପି-କଂଗ୍ରେସ ବି ହାତ ମିଳେଇଥିଲେ।

BJP

BJP Photograph: (OTV)

Advertisment

ମହାରାଷ୍ଟ୍ରରେ ପୁଣି ଚାଲିଲା ବିଜେପି ମ୍ୟାଜିକ୍। ନଗର ନିଗମ ନିର୍ବାଚନରେ ଏକତରଫା ବଡ଼ ବିଜୟ ଆଡ଼କୁ ମୁହାଁଇଛି ବିଜେପି। ମୁମ୍ବାଇର ୨୭୭ ୱାର୍ଡରୁ ୧୦୦ରୁ ଅଧିକ ସିଟରେ ଆଗୁଆ ରହିଛି ବିଜେପି। ଶିବସେନା ଓ ଏନସିପି ଉଭୟ ଦଳ ୫୦ରୁ କିଛିଟା ସିଟ୍ ଆଗରେ ରହିଛନ୍ତି।

Advertisment

କଂଗ୍ରେସରେ ନିରାଶା

ସେହିଭଳି ଦୁଇ ଅଙ୍କ ସଂଖ୍ୟା ହାସଲ କରିପାରିନି କଂଗ୍ରେସ। ଏଥର ନିର୍ବାଚନ ବେଶ୍ ରୋଚକ ଥିଲା। ୨୦ ବର୍ଷ ପରେ ରାଜ୍ ଠାକରେ ଓ ଉଦ୍ଧବ ଠାକରେ ଦୁଇ ଭାଇ ଏକାଠି ହୋଇଥିଲେ। ବିଜେପି-କଂଗ୍ରେସ ବି ହାତ ମିଳେଇଥିଲେ।... ବୃହନ ମୁମ୍ବାଇ କର୍ପୋରେସନ ଦେଶର ସବୁଠୁ ବଡ଼ ଓ ଧନୀ କର୍ପୋରେସନ। 

ଏମିତିକି BMCର ବାର୍ଷିକ ବଜେଟ ଦେଶର କେତେକ ଛୋଟ ରାଜ୍ୟ ଠାରୁ ମଧ୍ୟ ଅଧିକ। ତେଣୁ ଏହି ସମ୍ମାନଜନକ ମହାନଗର ନିଗମର ମେୟର ପଦବୀ ପାଇଁ ସବୁଠୁ ଅଧିକ ରାଜନୀତି ତେଜିଛି। 

Advertisment

ବଡ଼ ବିଜୟ ଅଭିମୁଖେ ବିଜେପି


ନଗର ନିଗମ ନିର୍ବାଚନରେ ଏକତରଫା ବିଜୟ 

ବିଜେପି ମୁମ୍ବାଇର ୨୭୭ ୱାର୍ଡରୁ ୧୦୦ରୁ ଅଧିକ ସିଟରେ ଆଗୁଆ 
ଟ୍ରେଣ୍ଡରେ ଶିବସେନା ଓ ଏନସିପି ୫୦ରେ ସୀମିତ 
ଅମାନତ ବଞ୍ଚାଇବାକୁ ଲଢ଼ୁଛି କଂଗ୍ରେସ 

Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ