Advertisment

ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଫଳାଫଳ ଆସିବା ପୂର୍ବରୁ ଆସନ୍ତୁ ଜାଣିବା– ଯଦି ଏପରି ହୁଏ, ଯଦି ସେପରି ହୁଏ–ଏମିତି କିଛି ସମ୍ଭାବନା, ସମୀକରଣ ଉପରେ। ବିଜେପିର ମ୍ୟାଜିକ୍ ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ। ଆଜିର ଫଳାଫଳରୁ ବିଜେପି ଯଦି […]

ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ

pm modi....

Advertisment

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

Advertisment

ତେବେ ଫଳାଫଳଆସିବାପୂର୍ବରୁଆସନ୍ତୁ ଜାଣିବା- ଯଦିଏପରିହୁଏ, ଯଦିସେପରିହୁଏ-ଏମିତିକିଛିସମ୍ଭାବନା, ସମୀକରଣଉପରେ।

ବିଜେପିରମ୍ୟାଜିକ୍ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀନରେନ୍ଦ୍ରମୋଦିଙ୍କପାଇଁଆଜି ଅଗ୍ନି ପରୀକ୍ଷାରଦିନ।ଆଜିରଫଳାଫଳରୁବିଜେପିଯଦିଲୋକସଭା ଆସନରେ ମ୍ୟାଜିକ୍ନମ୍ବରଛୁଏଁ, ତା’ହେଲେପ୍ରଧାନମନ୍ତ୍ରୀମୋଦି ପୁଣି ଥରେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ସମର୍ଥନରେ ଦେଶରେ ସରକାରଗଢ଼ିବେ।ଏଭଳିହେଲେସାରାଦେଶରେମୋଦିଙ୍କଯାଦୁ, ଜାତୀୟରାଜନୀତିରେମୋଦିଙ୍କପ୍ରତିଷ୍ଠାଆହୁରିବଢ଼ିବ।ସେହିପରି ଦଳରେ ମୋଦିଙ୍କ ପତିଆରା ମଧ୍ୟ ଆହୁରି ମଜବୁତ୍ ହେବ। 

Advertisment

ଅନ୍ୟପକ୍ଷେ, ଏହା ମଧ୍ୟଗ୍ରହଣକରିନେବାକୁହେବଯେସର୍ଜିକାଲ୍ଷ୍ଟ୍ରାଇକ୍ହେଉକିରାଫେଲ୍,ବିମୁଦ୍ରାକରଣହେଉକିଜିଏସ୍‌ଟି, ବିରୋଧୀସମାଲୋଚକମାନେଯେଉଁଯେଉଁପ୍ରସଙ୍ଗକୁନେଇମୋଦିଙ୍କୁଘେରୁଥିଲେ, ହୋହଲ୍ଲାକରୁଥିଲେ, ସେସବୁପ୍ରସଙ୍ଗକୁଜନତାବିଶ୍ୱାସକୁନେଇନାହାନ୍ତି, କିମ୍ବାତାହାଭୋଟର୍‌ଙ୍କୁପ୍ରଭାବିତକରିନି।ବରଂଆର୍ଥିକସଂସ୍କାରଠୁନେଇଦେଶସୁରକ୍ଷାଭଳିବିଭିନ୍ନପ୍ରସଙ୍ଗରେଜନତାମୋଦିଙ୍କସପକ୍ଷରେ‌ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ