Advertisment

ରାଜଧାନୀ ଦିଲ୍ଲୀରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର୍। ଦିଲ୍ଲୀରେ ରେକର୍ଡ ଦରରେ ବିକ୍ରି ହେଉଛି ପେଟ୍ରୋଲ। ପ୍ରଥମ ଥର ୮୦ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର।  ଗତକାଲି ୭୭ ଟଙ୍କା ୯୯ ପଇସା ଥିବାବେଳେ ଆଜି ୩୯ ପଇସା ବୃଦ୍ଧି ପାଇଥିଲା। ଫଳରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କା ୩୮ ପଇସାରେ ପହଞ୍ଚିଥିଲା। ସେହିପରି ଦିଲ୍ଲୀରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଲିଟର ପିଛା ୪୪ ପଇସା […]

ରାଜଧାନୀ ଦିଲ୍ଲୀରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର

vlcsnap-error105

Advertisment

ନୂଆଦିଲ୍ଲୀ: ବେଲଗାମ ତେଲ ଦର। ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର୍। ଦିଲ୍ଲୀରେ ରେକର୍ଡ ଦରରେ ବିକ୍ରି ହେଉଛି ପେଟ୍ରୋଲ। ପ୍ରଥମ ଥର ୮୦ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର।  ଗତକାଲି ୭୭ ଟଙ୍କା ୯୯ ପଇସା ଥିବାବେଳେ ଆଜି ୩୯ ପଇସା ବୃଦ୍ଧି ପାଇଥିଲା। ଫଳରେ ପେଟ୍ରୋଲ ମୂଲ୍ୟ ୮୦ ଟଙ୍କା ୩୮ ପଇସାରେ ପହଞ୍ଚିଥିଲା।

Advertisment

ସେହିପରି ଦିଲ୍ଲୀରେ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଲିଟର ପିଛା ୪୪ ପଇସା ବଢି ୭୨ଟଙ୍କା ୫୧ ପଇସାରେ ପହଞ୍ଚିଛି ଡିଜେଲ ଦର।

ସେପଟେ ମୁମ୍ବାଇରେ ତୈଳ ଦରରେ ଲାଗିଥିବା ନିଆଁ ହୁହୁ ହୋଇ ବଢ଼ିଚାଲିଛି। ଆଜି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୪୮ ପଇସା ବୃଦ୍ଧି ପାଇ ୮୭ ଟଙ୍କା ୭୭ ପଇସାରେ ପହଞ୍ଚିଛି।

Advertisment

ସେହପରି ଡିଜେଲ ମୂଲ୍ୟ ୭୬ ଟଙ୍କା ୯୮ ପଇସାକୁ ବଢିଛି। ବଢ଼ୁଥିବା ତେଲ ଦରକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ