Advertisment

ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର, ଜଣେ ଅାତଙ୍କବାଦୀର ମୃତ୍ୟୁ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର। ଅାତଙ୍କବାଦୀମାନେ ପୁଲିସ ପୋଷ୍ଟ ଉପରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅାତଙ୍କବାଦୀର ମୃତ୍ୟୁ ହାଇଛି। ଅାତଙ୍କବାଦୀଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେ ଲସ୍କର – ଇ ତୋଇବା ସଂଗଠନ ସହ ସାମିଲ ଥିଲା। ସେ ତିନିମାସ ତଳେ ଲସ୍କର ସଂଗଠନରେ ଯୋଗ ଦେଇଥିଲା। ଏଥିସହ ସେ ଅସ୍ତ୍ର ଲୁଟ୍ ଘଟଣାରେ ସାମିଲ ଥିବା ଜଣାପଡିଛି। ଘଟଣାସ୍ଥଳରୁ ଅାତଙ୍କବାଦୀ ବ୍ୟବହାର କରୁଥିବା ଦୁଇଟି ଗାଡ଼ିକୁ […]

ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର, ଜଣେ ଅାତଙ୍କବାଦୀର ମୃତ୍ୟୁ

vlcsnap-error734

Advertisment

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନ୍‌କାଉଣ୍ଟର। ଅାତଙ୍କବାଦୀମାନେ ପୁଲିସ ପୋଷ୍ଟ ଉପରକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଅାତଙ୍କବାଦୀର ମୃତ୍ୟୁ ହାଇଛି। ଅାତଙ୍କବାଦୀଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେ ଲସ୍କର - ଇ ତୋଇବା ସଂଗଠନ ସହ ସାମିଲ ଥିଲା। ସେ ତିନିମାସ ତଳେ ଲସ୍କର ସଂଗଠନରେ ଯୋଗ ଦେଇଥିଲା।

Advertisment

ଏଥିସହ ସେ ଅସ୍ତ୍ର ଲୁଟ୍ ଘଟଣାରେ ସାମିଲ ଥିବା ଜଣାପଡିଛି। ଘଟଣାସ୍ଥଳରୁ ଅାତଙ୍କବାଦୀ ବ୍ୟବହାର କରୁଥିବା ଦୁଇଟି ଗାଡ଼ିକୁ ଜବତ କରାଯାଇଛି। ଗୁଳି ବିନିମୟରେ ଜଣେ ପୁଲିସ କର୍ମଚାରୀ ଅାହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ